News

ଅଭିନନ୍ଦନଙ୍କୁ ଗିରଫ କରିଥିବା ପାକ୍ କମାଣ୍ଡୋଙ୍କୁ ହତ୍ୟା କରି ପ୍ରତିଶୋଧ ନେଲା ଭାରତୀୟ ସେନା

546

ପାକିସ୍ତାନର ବାୟୁସେନା ବିମାନଙ୍କୁ ଘଉଡାଇବା ଅବସରରେ ପାକିସ୍ତାନ ବାୟୁସେନା  କ୍ଷେତ୍ରରେ ଭାରତର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପ୍ରବେଶ କରିଥିଲେ । ଏହାପରେ ତାଙ୍କର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାକିସ୍ତାନସେନାର କମାଣ୍ଡୋ ସୁବେଦାର ଅହମ୍ମଦ ତାଙ୍କୁ ଗିରଫ କରିଥିଲେ। ସେଠାରେ ଅଭିନନ୍ଦନଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିଲା। ତେବେ ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଅହମ୍ମଦ ଖାନ୍‌ଙ୍କର ମୁଖ୍ୟ କାମଥିଲା କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ।

ଏବେ ପାକିସ୍ତାନରେ ଅର୍ଥବ୍ୟବସ୍ଥା ବିଗିଡିଯାଇଥିବା ବେଳେ ସେ କେବଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକିସ୍ତାନ । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି।

ପଢନ୍ତୁ: ରୋଡ଼ ରୋମିଓଙ୍କୁ ସାବାଡ କରିବା ପାଇଁ ଭୁବନେଶ୍ୱର ଆସୁଛନ୍ତି ଲେଡି ଦବଙ୍ଗ

Related posts

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ନିଆଯିବ

ENO Beuro

ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ENO Beuro

ସ୍ୱାଧୀନତା ଦିବସରେ ବୀର ଚକ୍ର ସମ୍ମାନରେ ସମ୍ମାନିତ ହେବେ ଅଭିନନ୍ଦନ

Ratnamani Moharana

1 comment

ଭକ୍ତଙ୍କ ପାଇଁ ବଡ ଦାଣ୍ଡରେ ବିଛାଗଲା ଗାଲିଚା August 21, 2019 at 1:35 pm

[…] ଅଭିନନ୍ଦନଙ୍କୁ ଗିରଫ କରିଥିବା ପାକ୍ କମାଣ୍… […]

Leave a Comment