POLITICALS

ଭାରତରେ ଅଛନ୍ତି ପାକିସ୍ତାନର ଅନେକ ସମର୍ଥକ

Congress

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି।  ଜଣେ ପାକିସ୍ତାନୀ ବିଶେଜ୍ଞକଙ୍କ ବୟାନ କୁ ନେଇ ଏବେ ଭାରତୀୟ ରାଜନୀତିରେ ହାଇଚଇ ସୃଷ୍ଟି ହୋଇଛି। ଏହି ବିଶେଷଜ୍ଞଙ୍କ କହିବାନୁସାରେ ଭାରତରେ ଅଛନ୍ତି ପାକିସ୍ତାନର ଅନେକ ସମର୍ଥକ। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର ଏକ ବିତର୍କରେ ଭାଗ ନେଇଥିଲେ। ଏହି ସମୟରେ କଶ୍ମୀର ପ୍ରସଙ୍ଗରେ ସେ ମତ ଦେଇ କହିଥିଲେ, “ଆମେ କଶ୍ମୀର ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବା ଦରକାର। ଏହା ଏକ ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଯୁଦ୍ଧ। ଭାରତ ଏକ ବିଶାଳ ଦେଶ।

ତେବେ ହୁସେନ୍ଙ୍କ କହିବାନୁଯାୟୀ, ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ ସେ ଖୋଲାଖୋଲି ଭାବେ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତିକି, ଅବଶ୍ୟ ପାକିସ୍ତାନ ସହ ଭାରତର ଅନେକ ଲୋକ ରହିଛନ୍ତି। ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ, ବାମପନ୍ଥୀ ଦଳ ଓ ଦଳିତ ପାର୍ଟି ଗୁଡ଼ିକ ପାକିସ୍ତାନର ସିମ୍ପାଥାଇର୍ଜସ। ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନାହାନ୍ତି।”

ପଢନ୍ତୁ: ବଙ୍ଗୋପସାଗରରେ ଲଘୁଚାପ : ୧୩ ଓ ୧୪ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷିବ

Related posts

କର୍ଣ୍ଣାଟକରେ ଆଜି ମତଦାନ!

ENO Beuro

ଲୋକସଭା ସହ ୧୧ ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ

ENO Beuro

କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟଦାୟକ’

ENO Beuro

2 comments

Leave a Comment