News

ପୁଲ୍‌ୱାମାଠାରେ ଆତଙ୍କୀ ଆକ୍ରମଣ ପରେ ପାକ୍‌ ହାଇକମିଶନର୍‌ଙ୍କୁ ସମନ୍‌

pak

ପାକ୍ ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଦୃଢ ପଦକ୍ଷେପ ନେଇଛି । ଗତକାଲି ୪୪ ଜଣ ସିଆରପିଏଫ୍‌ ଯବାନଙ୍କ ଜୀବନ ଯିବାପରେ ଭାରତରେ ଅବସ୍ଥାପିତ ପାକିସ୍ତାନ କମିଶନରଙ୍କୁ ସମନ୍‌ କରିଛି ଭାରତ। ପାକ ହାଇକମିଶନ୍‌ ସୋହେଲ ମହମ୍ମଦ ବୈଦୈଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହାଜର ହେବା ଅବସରରେ ବୈଦେଶିକ ସଚିବ ବିଜୟ ଗୋଖ୍‌ଲେ ଏହି ଆକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ,ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି। ଏଥିରେ ସିଆର୍‌ପିଏଫ୍‌ର ୪୪ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ପ୍ରାୟ ୪୦ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି।

ପଢନ୍ତୁ;  ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

କୋଫି ଆନନ୍‌ଙ୍କ ପରଲୋକ

ENO Beuro

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

Ratnamani Moharana

କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

ENO Beuro

Leave a Comment