News

ଏଲଓସିରେ ଗୋଳା ବର୍ଷଣ : ପାକିସ୍ତାନର ଆକ୍ରମଣ ପ୍ରକିୟା ଜାରି

LOC

ଏଲଓସିରେ ଗୋଳା ବର୍ଷଣଜାରି ରଖିଛି ପାକିସ୍ତାନ।

 ପାକିସ୍ତାନ ଯୁଦ୍ଧ ନୁହେଁ ଶାନ୍ତି ଦରକାର ବୋଲି କହିବୁଲୁଥିବା ବେଳେ ଏହା ପାକିସ୍ତାନର କିଭଳି ଶାନ୍ତି ବାର୍ତ୍ତା ତାହା ବୁଝାପଡୁନାହି। ବାରମ୍ବାର ଏଲଓସିରେ ଆକ୍ରମଣ କରିଚାଲିଛି ପାକିସ୍ତାନ। ଭାରତ ମଧ୍ୟ ଏହାର କଡା ଜବାବ ଦେଉଛି। ପାକିସ୍ତାନ ଏଲଓସିରେ ୧୦୫ ଏମଏମ  ବ୍ୟବହାର କରିଥିଲାବେଳେ ଭାରତ ପ୍ରତି ଉତ୍ତରରେ ୧୫୫ ଏମଏମକ୍ଷମତା  ବିଶିଷ୍ଟ ବୋଫୋର୍ସ ବ୍ୟବହାର କରିଥିଲା।

ଏହାଯୋଗୁ ପାକିସ୍ତାନର ୮ ଜଣ ଓ ଭାରତରେ ତିନିଜଣ ପ୍ରାଣ ହରାଇଥିଲେ। ରାତି ହେଲା ମାତ୍ରେ ପାକିସ୍ତାନିସେନା ଏଭଳି ହରକତ ଆରମ୍ଭ କରିଦେଉଛି। ସିଏ କେବଳ ଭାରତୀୟ ପୋଷ୍ଟ  ନୁହେଁ ଭାରତର ବେସାମରିକ ଅଞ୍ଚଳଗୁଡିକୁ ମଧ୍ୟ ଟାର୍ଗେଟ କରୁଥିବା କୁହାଯାଉଛି। ଗତକାଲିର ଆକ୍ରମଣରେ ସାଧାରଣର ତିନିଜଣ ପ୍ରାଣ ହରାଇଥିବାବେଳେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି।

ପଢନ୍ତୁ;ଆଜିଠାରୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା

Related posts

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

ENO Beuro

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

ENO Beuro

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ENO Beuro

Leave a Comment