News

ବାଲାକୋଟକୁ ମନା ଗଣମାଧ୍ୟମ ପ୍ରତିନିଧି: ପାକିସ୍ତାନ ଲୁଚାଇବାକୁ ପ୍ରୟାସ କରୁଛି ବାଲାକୋଟର ସତ୍ୟତା

balakot arstrik

ବାଲାକୋଟ ଆକ୍ରମଣର ୧୦ ଦିନ ପରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରବେଶର ଅନୁମୋଦନ ଦଉନି ପାକିସ୍ତାନ। ତୃତୀୟ   ଥର ପ୍ରୟାସ ପରେ ବି ରିୟାର୍ଟସ   ର ପ୍ରତିନିଧୀଙ୍କୁ ପାହାଡ ଉପରକୁ ଯିବା  ଉପରେ ରୋକ ଲଗେଇଛି। ବାୟୁସେନା  ଆକ୍ରମଣରେ ସେଠାରେ କଣ ସବୁ କ୍ଷୟକ୍ଷତି ଘଟିଛି ତାର ଖବର ସେମାନେ ସଂଗ୍ରହ କରିବାକୁ ଯାଇଥିଲେ କିନ୍ତୁ ପାହାଡ ଉପରକୁ ଯିବାବେଳେ ପାକିସ୍ତାନୀ ସୁରକ୍ଷା ଅଧିକାରୀ ସୁରକ୍ଷା ନିରାପତ୍ତାର ବାହାନା  ଦେଖାଇ ଯିବାକୁ ଦେଇନଥିଲେ ସମ୍ବାଦିକଙ୍କୁ।

ପାକିସ୍ତାନୀ ଅଧିକାରୀ ଦାବି ଯେ ଭାରତର  ବିମାନ ଆକ୍ରମଣରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ସେଠାରେ ଥିବା ସବୁ କୋଠା ଅକ୍ଷତ  ରହିଛି। ତା ଛଡା କେହି ମୃତାହାତ ହୋଇନାହାନ୍ତି ବୋଲି  କହିଛି ପାକିସ୍ତାନ। ତେବେ ପ୍ରଶ୍ନ ଉଠୁଛିକି ଯଦି ସେମିତି କିଛି କ୍ଷୟକ୍ଷତି ହୋଇନହିନ ତେବେ ସେଠାକୁ ଅନ୍ତର୍ଜାତିକ ଗଣମାଧ୍ୟମ   କର୍ମୀଙ୍କୁ ସେଠାକୁ ଯିବାକୁ  ଅନୁମତି କଣ ପାଇଁ । ଏହି ସ୍ଥାନରେ ଏକ ଧାର୍ମିକ ବିଦ୍ୟାଳୟ ଚାଲିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ କହୁଥିବା ବେଳେ ଏଠାରେ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦର ତାଲିମ ଶିବିର ଚାଲୁଥିବା କଥା ଭାରତ ସରକାର ଦାବି କରୁଛନ୍ତି।
ପଢନ୍ତୁ: ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

Related posts

ମହାଥିର ହେଲେ ବିଶ୍ୱର ସବୁଠ ବୟସ୍କ ପ୍ରଧାନମନ୍ତ୍ରୀ

ENO Beuro

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ

ENO Beuro

ଲାଲୁଙ୍କୁ ଝଟକା : ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ୍‌

ENO Beuro

Leave a Comment