EnewsOdia.Com

ଭାରତ ସହ ଡାକ ସେବା ବନ୍ଦ କଲା ପାକିସ୍ତାନ

ଭାରତ ଅତ୍ୟାଧୁନିକ ତୋପ ଆକ୍ରମଣ ଦ୍ବାରା ପିଓକେରେ ୩ ଆତଙ୍କବାଦୀ ଶିବିର ଧ୍ବଂସ ହେବାର ଦିନକ ପରେ ପାକିସ୍ତାନ ଆଜି ଏକତରଫା ଭାବେ ଦୁଇ ଦେଶ ମଧ୍ୟରେ ଡାକ ସେବା ବନ୍ଦ କରିଦେଇଛି। ପାକିସ୍ତାନର ଏଭଳି ଏକତରଫା ନିଷ୍ପତ୍ତିକୁ ଭାରତ କଡ଼ା ସମାଲୋଚନା କରିଛି। ଭାରତ କହିଛି ପାକିସ୍ତାନର ଏହି କାର୍ଯ୍ୟ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଛି।

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତକୁ କୌଣସି ପୂର୍ବ ସୂଚନା ନଦେଇ ପାକିସ୍ତାନ ଏକତରଫା ଭାବେ ଡାକ ସେବା ବନ୍ଦ କରିଛି ଏବଂ ପାକିସ୍ତାନର ଏଭଳି ନିଷ୍ପତ୍ତି ସିଧାସଳଖ ଆନ୍ତର୍ଜାତୀୟ ଡାକ ନିୟମର ଉଲ୍ଳଂଘନ କରୁଛି। ବିନା କୌଣସି ସୂଚନାରେ ପାକିସ୍ତାନ ଡାକ ବିଭାଗର ଚିଠି ଭାରତକୁ ପଠାଇବା ବନ୍ଦ କରିଛି ବୋଲି ରବି ଶଙ୍କର କହିଛନ୍ତି।

ପଢନ୍ତୁ: ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌, ହେଲେ ଜେଲ୍‌ରେ ରହିବେ

ସମ୍ବନ୍ଧିତ ଖବର

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

Ratnamani Maharana

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ଆଜି ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା

Ratnamani Maharana

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana