News

ପୁଣି ଥରେ ଚାଲିବ ସମଝୌତା ଏକ୍ସପ୍ରେସ୍‌

train

ଗଡ଼ିବ ସମଝୌତା ଏକ୍ସପ୍ରେସ୍‌

ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ଅନ୍ତ ଘଟିବାର ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରା ଗଡ଼ୁଥିବା ବନ୍ଧୁତର ଟ୍ରେନ୍‌ ସମଝୌତା ଏକ୍ସପ୍ରେସ ପୁଣିଥରେ ଆସନ୍ତାକାଲି ଠାରୁ ଚାଲିବ। ଉଭୟ ଭାରତ ଏବଂ ପାକିସ୍ତାନ ଆଜି ରାଜି ହୋଇଛନ୍ତି। ଭାରତରୁ ହିଁ ପ୍ରଥମେ ଏହି ଟ୍ରେନ୍‌ ସେବା ଆରମ୍ଭ ହେବ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭାରତର ବାୟୁସେନା କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଫେରାଇବା ପରେ ପୁଣି ଉଭୟ ଦେଶ ମଧ୍ୟରେ ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି।

ଅନ୍ୟପଟେ ସମଝୌତା ଏକ୍ସପ୍ରେସକୁ ପରିଚାଳନା ବିଷୟରେ ପ୍ରସାଶନ ତରଫରୁ କୌଣସି ନିର୍ଦ୍ଦେଶ ମିଳିନାହିଁ ଓ ଏହି ବିଷୟରେ ଯାହା ନିର୍ଦ୍ଦେଶ ମଳିବ ତାହା ପାଳନ କରାଯିବ ବୋଲି ରେଳ ମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି ।

ପଢନ୍ତୁ;ପାକିସ୍ତାନର F-୧୬ ବିମାନକୁ ଖସାଇଲା ଭାରତ

Related posts

ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୨ ମୃତ

ENO Beuro

ହୀରାକୁଦର ବନ୍ଦ ହେଲା ୫ଟି ଗେଟ

ENO Beuro

ପୁଲୱାମା ଆତଙ୍କୀ ଆକ୍ରମଣ: କାର ମାଲିକ ଜୌସର ଆତଙ୍କୀ ସଜ୍ଜାଦ ଭଟ୍ଟ 

ENO Beuro

Leave a Comment