News

ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ପାକିସ୍ତାନ ରଖିଲା ଏଭଳି ସର୍ତ୍ତ……….

pak

ଅଭିନନ୍ଦନଙ୍କୁ ଛାଡିବା ନେଇ ମୁହଁ ଖୋଲିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୱିରେସି

ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ଫେରାଇ ଦେବାକୁ ରାଜି ହୋଇଛି ପାକିସ୍ତାନ ବୋଲି ସୂଚନା ମଳିଛି। ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୱିରେସି କହିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିଲା ପରେ ଯାଇ ସେ କମାଣ୍ଡର୍‌ ଅଭିନନ୍ଦନଙ୍କୁ ଛାଡ଼ିବା କଥା ଚିନ୍ତା କରିବେ। ଜଣେ ଭାରତୀୟ ପାଇଲଟ୍‌କୁ ପାକିସ୍ତାନ ଗିରଫ କରିଛି ବୋଲି ପାକିସ୍ତାନ ସେନା ପ୍ରକାଶ କରିବା ପରଦିନ ହିଁ କ୍ୱିରେସି ଏପରି ବୟାନ ଦେଇଛନ୍ତି।କ୍ୟୁରେସୀ କହିଛନ୍ତି ଯେ ଭାରତୀୟ ପାଇଲେଟ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ସମ୍ପୁର୍ଣ୍ଣ ଧ୍ୟାନ ରଖାଯାଉଛି।

ମନ୍ତ୍ରାଳୟ ପାକିସ୍ତାନକୁ ଏହା ସ୍ପଷ୍ଟ କରି ସାରିଛି ଯେ, ଭାରତୀୟ ପାଇଲଟଙ୍କର ଯେଭଳି କୌଣସୀ କ୍ଷତି ନହେବ । ଏହା ସହ ଜଣେ ଆହତ ରକ୍ଷା କର୍ମୀକୁ ପଡୋଶୀ ଦେଶ ଦ୍ୱାରା ଅନ୍ତରାଷ୍ଟ୍ରୀୟ ମାନବୀୟ କାନୁନ ଏବଂ ଜିନେୱା ସନ୍ଧି ନିୟମର ଉଲ୍ଲଙ୍ଘନ କରି ଅଶୋଭନୀୟ ଭାବରେ ଦେଖାଯିବାକୁ ନେଇ ଭାରତ କଡା ନିନ୍ଦା କରିଛି।

ପଢନ୍ତୁ; ବଡଗାମରେ ବାୟୁସେନା ଚପ୍ପର ଦୁର୍ଘଟଣାଗ୍ରସ୍ତ,୭ ମୃତ

Related posts

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

ENO Beuro

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

ENO Beuro

ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ପୁଅ

ENO Beuro

Leave a Comment