News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନଙ୍କ ମୁଣ୍ଡରେ ଚଡକ: ପାକିସ୍ତାନରେ ମହଙ୍ଗା ମାଡରେ ଅତିଷ୍ଠ ପାକିସ୍ତାନୀ

ଆର୍ଥିକ ମାନ୍ଦାବସ୍ଥାରେ ଫସିବାକୁ ଯାଉଛି ପାକିସ୍ତାନ

ବିତ୍ତୀୟ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନର ସମସ୍ୟା କମିବାର ନା ଧରୁନି। ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମୁଣ୍ଡରେ ଚଡକ ପଡିଲାଣି। ପାକିସ୍ତାନର ଅର୍ଥନିତୀକୁ ଧାରାରେ ଆଣିବା ପାଇଁ ତାଙ୍କ ପ୍ରଚେଷ୍ଟା କାମ କରୁନି। ଏବେ ପାକିସ୍ତାନ ଅର୍ଥନୀତି ଉପରେ ମହଙ୍ଗା  ମାଡ ପଡିଛି। ଗତ ମାସରେ ଆକିସ୍ତାନରେ ମୁଦ୍ରାସ୍ପୀତି ୯.୪୧% ରେ ପହଞ୍ଚି ଯାଇଛି। ଏହି ସୂଚନାରୁ ଜଣାପଡୁଛି କି ପାକିସ୍ତାନ ବହୁ ଜଲଦି ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥାରେ ଫସିବାକୁ ଯାଉଛି। ମୁଦ୍ରାସ୍ପୀତି ଯଦି ଏପରି ରୁହେ ତେବେ ୧୦ ଲକ୍ଷ ଲୋକ ରୋଜଗାର ହରାଇବା ସହ ଦରିଦ୍ର ଲୋକଙ୍କ ସଂଖ୍ୟା ୪୦ ଲକ୍ଷ ବଢିଯିବା।

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତମାନ ମାତ୍ର ୮୫୬ କୋଟି ଦଳର। ଏହା ଜରିଆରେ ପାକିସ୍ତାନ କେବଳ ୨ ମାସର ଆମଦାନୀ କରିପାରିବ। ଅନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏହାକୁ  କିଛି ସହାୟତା ଦେବ ବୋଲି ଆଶା ବାନ୍ଧିଛନ୍ତି ଇମରାନ। ୧୯୮୦ରୁ ବର୍ତମାନ ମଧ୍ୟରେ ଏହା ପାକିସ୍ତାନକୁ ଆଇଏମେମେଏଫର ୧୩ତମ  ସହାୟତା ହେବ।
ପଢନ୍ତୁ: କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

Related posts

ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

“ୟସ୍ ସାର୍” ଏବଂ “ୟସ୍ ମ୍ୟାଡମ୍” ଭଳି ଶବ୍ଦରେ ନାହିଂ ଦେଶ ଭକ୍ତି – ବିଜୟ ଶାହା

ENO Beuro

ମତଦାନ ଦିବସକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Ratnamani Moharana

Leave a Comment