News

ଯୁଦ୍ଧ ପାଇଁ ପାକିସ୍ତାନର ପୂର୍ବ ପ୍ରସ୍ତୁତି: ଭାରୀ ଯୁଦ୍ଧାସ୍ତ୍ର ସଜ୍ଜିତ କଲା ପାକିସ୍ତାନ

pakistan tank

ପୁଲୱାମା  ଆକ୍ରମଣର ପ୍ରତିଶୋଧ ନେଲା ଭାରତ।  ୪୦ ଯବାନଙ୍କ ମୃତ୍ୟୁ ବଦଳରେ ୩୦୦ ଆତଙ୍କବାଦୀଙ୍କ  ପ୍ରାଣ ନିଆଗଲା। ପାକିସ୍ତାନ ଏହି ଘଟଣାର ପ୍ରତିଶୋଧ  ନେବାକୁ ଉଦ୍ୟମ ଚଳାଇଛି। ସାରା ବିଶ୍ବରେ ଯୁଦ୍ଧ ନୁହେଁ ଶାନ୍ତି ଦରକାର ବୋଲି କହିବୁଲୁଥିଲାବେଳେ ଯୁଦ୍ଧ  ପାଇଁ ଜୋରଦାର ପ୍ରସ୍ତୁତି  ଚଳାଇଛି ପାକିସ୍ତାନ। ଭାରତ ସୀମାରେ ମୋଟ୍ଟାର୍ର  ମାଡ ଜାରି ରଖିଛି ପାକିସ୍ତାନ।

ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମା ନିକଟରେ  କର୍ପସ ମୁର୍ତାୟନ  ଆରମ୍ଭ  କରିଛି। ଏଲଓସି ଓ ଆଇବି ନିକଟରେ ଅତିରିକ୍ତ ସୈନିକ ମୃତୟନ କରିଛି ପାକିସ୍ତାନ। ଆଇବିନିକଟରେ ଥିବା ସମସ୍ତ ରାଡାରକୁ ସକ୍ରିୟ କରିଛି। ପାକ ବାୟୁସେନାର ଯୁଦ୍ଧବିମାନ ଗୁଡିକ ଏକ୍ସପ୍ରେସ ୱେ  ଓ ରାଜପଥ ଉପରେ ଜରୁରୀକାଳୀନ ଅବତରଣ  ପାଇଁ ଅଭ୍ୟାସ କରୁଛନ୍ତି।  ତା ସହିତ ସୀମାବର୍ତ୍ତୀ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ହଟାଇବାକୁ ପାକ ସେନା ସେଠାକାର ସଧାରଣ ପ୍ରଶାସନକୁ ନିର୍ଦେଶ ଦେଇଛି।  ପାକିସ୍ତାନର  ଏହି ଭଳି ହରକତ କିଛି ବଡ ଧରଣର କାଣ୍ଡ ଘଟିବାକୁ ଯୋଜନା କରୁଛି ବୋଲି ସନ୍ଦେହ କରାଯାଉଛି।

ପଢନ୍ତୁ: ଚେନ୍ନାଇ ନୌସେନା ଷ୍ଟେସନ୍‌ରେ ଉଡିଲା ଅଜ୍ଞାତ ଡ୍ରୋନ୍‌: ତଦନ୍ତ ଜାରି

Related posts

ମୁମ୍ବାଇରେ ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ଵ ଲୋକ

Ratnamani Moharana

ସାଧାରଣ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଉପରେ ପଡିବ ଜିଏସଟି ର ପ୍ରଭାବ

ENO Beuro

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

ENO Beuro

Leave a Comment