News

ଆତଙ୍କବାଦୀ ହାଫିଜ ସୟିଦକୁ ମୁକ୍ତ କଲା ପାକିସ୍ତାନ

Hafeez Saeed 650x430

ପାକିସ୍ତାନରେ ଅଛନ୍ତି ଆତଙ୍କବାଦୀ ଗୋଷ୍ଠୀ। ପାକିସ୍ତାନ ବାରମ୍ବାର ବାରମ୍ବାର ଆତଙ୍କବାଦକୁ ବିରୋଧ କରୁଥିବା ନେଇ କହୁଥିଲାବେଳେ ପାକିସ୍ତାନର ଏହି ଲୋକଦେଖାଣିଆ ନୀତି ପଦାରେ ପଡିଛି। କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଗିରଫଦାରି ନାଟକ ରଚିବା ପରେ ପାକିସ୍ତାନ ଆଜି ହାଫିଜ ସୟିଦକୁ ପାକିସ୍ତାନୀ ଜେଲରୁ ମୁକ୍ତ କରିଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହାଫିଜକୁ ଗିରଫ କରାଯାଇଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ସାରା ବିଶ୍ଵ ନିକଟରେ ଦାବି କରିଥିଲେ।

ଏବେ ହାଫିଜକୁ ଜେଲରୁ ମୁକ୍ତ କରି ଇମ୍ରାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହବା ସହିତ ତାଙ୍କର ଦୋମୁହାଁ ନୀତି ପଦାରେ ପଡ଼ିଛି। କାଶ୍ମୀର ପ୍ରସଙ୍ଗରେ ଭାରତ କଡ଼ା ପଦକ୍ଷେପ ନେଇଥିବାରୁ ଏଥିରେ ବିଚଳିତ ହୋଇ ଇମ୍ରାନ ହାଫିଜକୁ ମୁକ୍ତ କରିଥିବା ଜଣାପଡ଼ିଛି।

ପଢନ୍ତୁ: ଶେଷଥର ପାଇଁ ସାଲଭେଙ୍କ ସହ ଶେଷ କଥା ହୋଇଥିଲେ ସୁଷମା

Related posts

ରାଜସ୍ଥାନ ସଡ଼କ ଦୁର୍ଘଟଣା :ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଆହତ,ଡ୍ରାଇଭର ମୃତ

ENO Beuro

ପିସିସି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

Ratnamani Moharana

ଦିଲ୍ଲୀର ଦ୍ୱାରକାରେ ଉଦଘାଟିତ ହେଲା ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର

ENO Beuro

Leave a Comment