News

ବାଲାକୋଟ ଆକ୍ରମଣରେ ନିହତ ଶବକୁ ନଦୀରେ ଭସେଇ ଥିଲା ପାକିସ୍ତାନ

airstrike

ବାଲାକୋଟ ଆକ୍ରମଣର ଭୟାବହତା ଲୁଚେଇବାକୁ ଚାହୁଁଛି ପାକିସ୍ଥାନ  ମାତ୍ର ତାହାର ଅଭିମୁଖ୍ୟରେ ବିରୋଧଭାସ ଥିବାର ସ୍ପଷ୍ଟ ଜଣାପଡୁଛି। ଗୋଟିଏ  ପାକିସ୍ତାନ ଦାବି କରୁଛି କି ଏହି ଆକ୍ରମଣରେ ମାତ୍ର ୧୦ରୁ ୧୫ ଟି ଗଛ ଉପୁଡିଛି ଅନ୍ୟ କୌଣସି କ୍ଷୟକ୍ଷତି ହୋଇନହି। ଅନ୍ୟପଟରେ ସିଏ ପାକିସ୍ତାନୀ  ବିଦେଶୀ  ସମ୍ବାଦିକଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ଅନୁମତି ନ ଦେବା ସନ୍ଦେହ ସୃଷ୍ଟି କରୁଛି।

airstrike
airstrike in balakot

ବାଲାକୋଟ ଆକ୍ରମନବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହିଛି କି ଏହି ଆକ୍ରମଣରେ ପ୍ରକୃତରେ କେତେ ଆତଙ୍କବଦୀ ନିହତ ହୋଇଥିଲେ ତାହା ଆକଳନ କରିବା ସମ୍ଭବ ନୁହେ।  ନିଜର ବିଫଳତା ଲୁଚାଇବା ପାଇଁ ସେଠାକୁ କାହାକୁ ଯିବାକୁ ଦେଇନଥିଲା। କିନ୍ତୁ ପାକ ସେନା ମାନେ ନିହତ ଆତଙ୍କବାଦୀଙ୍କ ଶବ ପୋଡି ଦେଉଥିବାର ସେମାନେ ଦେଖିଛନ୍ତି। ସେମାନେ କାରରୁ ପେଟ୍ରୋଲ କାଢି ଶବକୁ ଜାଳି ଥିଲେ। ଆଉ କିଛି ଆତଙ୍କବାଦୀଙ୍କ ଶବକୁ ପୋତି ଦେଇଥିଲେ ଓ କେତେକଙ୍କ ମୃତ ଦେହକୁ କୁନହାର ନଦୀରେ ଭସେଇ ଦେଇଥିବା ସେମାନେ  କହିଛନ୍ତି।

ପଢନ୍ତୁ: ଭାରତୀୟ ଖେଳାଳିଙ୍କ ଆର୍ମି କ୍ୟାପ୍ ପିନ୍ଧି ମ୍ୟାଚ ଖେଳିବା ଘଟଣା: ପିସିବିକୁ ଆଇସିସିର ଜବାବ

Related posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୀରୁ ପାର୍ଥୀ ହେଇପାରନ୍ତି: ଅରୁଣ ସିଂ

Ratnamani Moharana

ଆଜି ନବୀନ ଯିବେ ସୁରଟ,ଯୋଗଦେବେ ‘ଓଡ଼ିଶା ମହୋତ୍ସବ’ରେ

ENO Beuro

ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

ENO Beuro

Leave a Comment