News

ପୁଲୱାମା ଭଳି ପୁଣି ଭାରତରେ ଘଟିପାରେ ଆଉ ଏକ ଭୟାନକ ଆକ୍ରମଣ: ପାକିସ୍ତାନ

Ss

ଗତ ଫେବ୍ରୁୟାରୀରେ ଭାରତରେ ଘଟିଥିବା ପୁଲୱାମା ଆକ୍ରମଣ  ଏବେବି ଭାରତୀୟଙ୍କ ମନରୁ ଲିଭିନଥିଲାବେଳେ   ପୁଣି ଏକ ବଡ ଧାରଣାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ଭାରତକୁ ଆଗୁଆ ସୂଚନା ଦେଇଛି। ଜମ୍ମୁ- କାଶ୍ମୀରର ପୁଲୱାମା ଜିଲ୍ଲାର ଅୱନ୍ତିପୁରାରେ ଏହି ଆକ୍ରମଣ ଘଟିପରେ। ପାକିସ୍ତାନ କହିବାନୁଯାଇ, ଅୱନ୍ତିପୁରାରେ ଏକ ବିସ୍ପୋରକ ସଂଯୁକ୍ତ କାରକୁ ବ୍ୟବହାର କରି ଆତଙ୍କବାଦୀମାନେ ଏଭଳି ଘଟାଇ ପାରନ୍ତି। ଗାର ମାସ 24 ତାରିଖରେ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଜାକିର ମୂଷାରମୃତ୍ୟୁର ପ୍ରତିଶୋଧ ନେବାପାଇଁ ଏପରି ଆକ୍ରମଣ କରାଯାଇଛି।

 

 

ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏ ନେଇ ପାକିସ୍ତାନ ଉଭୟ ଭାରତ ଏବଂ ଆମେରିକାକୁ ଅବଗତ କରିବାପରେ ପାକିସ୍ତାନ ଭାରତୀୟ ସେନାକୁ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେବା ପରେ ହାଇଆଲର୍ଟ   ଜାରି କରାଯାଇଛି।ପାକିସ୍ତାନର ଏଭଳି ଆଚରଣରୁ ଜଣାପଡୁଛିକି, ସମ୍ଭାବ୍ୟ ଆତଙ୍କି ଆକ୍ରମଣ ପରେ ତାକୁ ଯେମିତି କେହି ଦୋଷ ନଦିଅନ୍ତି କିମ୍ବା ଭାରତ ତା ଉପରେ ଜବାବୀ ଆକ୍ରମଣ ନକରନ୍ତି ସେନେଇ ସେ ଏଭଳି ପଦକ୍ଷେପ ନେଇଛି।

ପଢନ୍ତୁ: ଟାୟାର ଫାଟି ଯିବାରୁ ଜୟପୁରରେ ଜରୁରୀ ଅବତରଣ କଲା ଦୁବାଇରୁ ଆସିଥିବା ସ୍ପାଇସ୍‌ ଜେଟ୍‌

Related posts

୧୧ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା, ୧୦ରୁ କମିବ ତାପମାତ୍ରା 

ENO Beuro

ଓଡିଶା ହକି ବିଶ୍ଵକପ: ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗୀତରେ ଏକାଠି ହେବେ ରହମାନ ,ଗୁଲଜାର

ENO Beuro

ପ୍ରଚଣ୍ଡ ଶୀତ ଲହରୀରେ ଥରୁଛି ସାରା ଓଡିଶା

ENO Beuro

1 comment

Leave a Comment