News

ପାକିସ୍ତାନ ମତଦାନ ବେଳେ ହିଂସା:କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

ପାକିସ୍ତାନରେ ନିର୍ବାଚନୀ ହିଂସା ଜାରି ରହିଛି। ଗତକାଲି ମତଦାନ ଚାଲିଥିବା ବେଳେ ବାଲୁଚିସ୍ତାନର କ୍ୱେଟାଠାରେ ପୂର୍ବାହ୍ନ ୧୧ଟା ସମୟରେ ଘଟିଛି ଏକ ଆତ୍ମଘାତୀ ବିସ୍ଫୋରଣ। ଫଳରେ ୩୧ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ ଓ ଦୁଇଜଣ ଛୋଟ ପିଲା ଅଛନ୍ତି। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାଯାଇଛି। କ୍ୱେଟାର ପୂର୍ବ ବାଇପାସ୍‌ ନିକଟସ୍ଥ ପୋଲିଂ ବୁଥ୍‌ ବାହାରେ ଏହି ଧମାକା ହୋଇଥିଲା।

ରିପୋର୍ଟ କହୁଛି ଯେ ଯେଉଁ ବ୍ୟକ୍ତି ଏହି ବିଷ୍ଫୋରଣ କରିଛନ୍ତି ସେ ପୂର୍ବରୁ ମତଦାନ କେନ୍ଦ୍ରକୁ ପଶିବାକୁ ଚେଷ୍ଟା କରିଥିଲେ। ପୁଲିସ ତାଙ୍କୁ ଅଟକାଇବା ଲାଗି ଚେଷ୍ଟା କରିବାରୁ ସେ ଏହି ବିଷ୍ଫୋରଣ କରିଥିଲେ।

ପଢନ୍ତୁ; ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ

Related posts

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ : ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା

ENO Beuro

ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ସାଢ଼େ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର

ENO Beuro

ନାବାଳକକୁ ଅପହରଣ ପରେ ହତ୍ୟା,ଅଭିଯୁକ୍ତ ଅଟକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More