News

ପାକିସ୍ତାନର F-୧୬ ବିମାନକୁ ଖସାଇଲା ଭାରତ

pakisthan

ସୀମା ଉଲ୍ଲଂଘନ ବେଳେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ପାକିସ୍ତାନର ବାୟୁସେନା F-୧୬ ବିମାନକୁ ଧ୍ୱଂସ କରିଦେଇଛି ଭାରତ। ପାକିସ୍ତାନର ଜେଟ୍ ଭାରତୀୟ ବାୟୁସେନା ସୀମା ଉଲ୍ଲଙ୍ଘନ କରି ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାର ନୌସେରାରେ ପ୍ରବେଶ କରିଥିଲା। କୁହାଯାଉଛି ଯେ,ଦୁଇଟି ବୋମା ମଧ୍ୟ ପକାଇଥିଲେ ପାକିସ୍ତାନୀ ବିମାନ। ଏହା ପରେ ଭାରତୀୟ ବାୟୁସେନା ମୁହଁତୋଡ଼ ଜବାବ ଦେଇ F-୧୬କୁ ମାରି ତଳେ ଖସାଇ ଦେଇଛି।

ଅନ୍ୟପଟେ ଆକାଶ ମାର୍ଗ ଅଶାନ୍ତ ହୋଇଥିବାରୁ ଜମ୍ମୁ, ଶ୍ରୀନଗର ଏବଂ ଲେହ ଆଦି ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବିମାନ ଉଡ଼ାଣ ପରେ କଟକଣା ଲଗାଯାଇଛି। ଏୟାର ଭିସ୍ତାରା ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ କୁହାଯାଇଛି, ଅମୃତସର, ଚଣ୍ଡୀଗଡ଼, ଜମ୍ମୁରୁ ଉଡ଼ାଣ ଭରିବାକୁ ଥିବା ବିମାନର ଉଡ଼ାଣ ସ୍ଥଗିତ ରହିଛି।

ପଢନ୍ତୁ; ଭାରତୀୟ ବାୟୁସେନା ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ,୨ ପାଇଲଟ ମୃତ

Related posts

ବାରଣାସୀରେ ଭୁଶୁଡ଼ିଲା ଫ୍ଲାଏଓଭର ୧୮ ମୃତ !

ENO Beuro

ମହାନଦୀରେ ଭାସିଗଲେ ହାତୀ ପଲ

ENO Beuro

ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ

ENO Beuro

Leave a Comment