• Home
  • News
  • ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା
News

ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ଖେବର ପଖତୁନଖ୍ବାରେ ମହିଳା କାରକାରଙ୍କ ଉପରେ ହୋଇଥିବା ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରେଶମାଙ୍କୁ ତାଙ୍କ ସ୍ବାମୀ ନୌଶେରା କଲାନ ଅଞ୍ଚରେ ଗୁଳି କରି ହତ୍ୟା କରିଥିବା ଜଣାପପଡିଛି।

singer କଣ୍ଠଶିଳ୍ପୀ ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା singer

ପାରିବାରିକ ବିବାଦରୁ ଏଭଳି ଘଟିଥିବା କୁହାଯାଉଛି । ରେଶମା ତାଙ୍କ ସ୍ୱାମୀଙ୍କର ଚତୁର୍ଥ ପତ୍ନୀ ଥିଲେ। ତାଙ୍କୁ ସ୍ୱାମୀ ସବୁ ବେଳେ ତାଙ୍କ ସହିତ ପାର୍ଟିକୁ ଯିବା ପାଇଁ ବାଧ୍ୟ କରୁଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହେଉଥିଲା । ନୌଶେରା କାଲାନ୍‌ ଅଞ୍ଚଳରେ ରେଶମା ନିଜ ଭାଇ ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଆସି ତାଙ୍କୁ ଗୁଳି କରିଥିବା କୁହାଯାଉଛି।

pakisthan କଣ୍ଠଶିଳ୍ପୀ ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା pakisthan

ସୂଚନାଅନୁସାରେ,ରେଶମାଙ୍କୁ ମିଶାଇ ଏହି ଅଞ୍ଚଳରେ ୧୫ ଜଣ ମହିଳା କଳାକାରଙ୍କୁ ହତ୍ୟା କରାଗଲାଣି।

 

ପଢନ୍ତୁ;ଶକ୍ତି ଓ ଖଣି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Related posts

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

Krishna Kumar Manoj

ଅଧ୍ୟାଦେଶ ଆଣିପାରନ୍ତି ସରକାର : ନାବାଳିକା ବଳାତ୍କାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

Krishna Kumar Manoj

Govt extend linking adhaar to pan,bank account

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More