News

ପାକିସ୍ତାନୀ ଗୁଇନ୍ଦା ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

pak

ପାକିସ୍ତାନୀ ଡ୍ରୋନକୁ ଗୁଳିକରି ଖସାଇଲା ଭାରତୀୟ ସେନା

ଭାରତୀୟ ସୀମାରେ ଉଡୁଥିବା ଡ୍ରୋନ ବିମାନକୁ ଗୁଳିକରି ଖସାଇ ଦିଆଯାଇଥିବା ଜଣାଯାଇଛି। ପରେ ଏହାକୁ ଗୁଜରାଟ ପୋଲିସ ଦ୍ୱାରା ଅକାମି କରାଯାଇଥିବା କୁହାଯାଇଛି। ହେଲେ କିଏ କାହିଁକି ଏହି ଡ୍ରେନକୁ ଅନ୍ତର୍ଜାତୀୟ ସୀମାରେ ଉଡାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଜୈସର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯିବାର କିଛି ସମୟ ପରେ ଘଟିଥିଲା।

ସୂତ୍ରାନୁସାରେ,ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ବାଲାକୋଟରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ମୃତ୍ୟୁ ଘଟିଛି।

ପଢନ୍ତୁ;‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯’ ସମ୍ମାନିତ ହେଲେ ଅଂଶୁମାନ

Related posts

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

ENO Beuro

୧୫‌ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ

ENO Beuro

ଆଜିଠୁ ପ୍ରବଳ ବର୍ଷା,୨୧ରେ ସାରା ଓଡିଶାରେ ଭୀଷଣ ବର୍ଷା ସମ୍ଭାବନା

ENO Beuro

Leave a Comment