LIFESTYLE

ହାତ ପାପୁଲି ରେଖାରୁ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ କିପରି ରହିବ

By ENO Beuro

September 09, 2018

ହାତ ପାପୁଲି ରେଖା, କପାଳ ରେଖା, ଆଦି ଦ୍ଵାରା ଭବିଷ୍ୟ କୁହାଯାଏ । ହାତ ପାପୁଲିରେ ବହୁତ ରେଖା ଥାଏ । କାହାର କାହାର ତ ରେଖାଗୁଡ଼ିକ ଛନ୍ଦି ଛନ୍ଦି ହୋଇ ରହିଥାଏ। ଏହି ରେଖାଗୁଡ଼ିକ ମିଶି ବିଭିନ୍ନ ପ୍ରକାରର ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଟିକେ ଧ୍ୟାନରେ ଦେଖିଲେ ଏହା ଜାଣିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଅକ୍ଷରୁ ହିଁ କିଛିମାତ୍ରାରେ ଜଣାପଡି ଯାଇଥାଏ ବ୍ୟକ୍ତିଙ୍କ ଭବିଷ୍ୟତ କେମିତି କଟିବ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତ କିପରି ରହିବ

ପଢନ୍ତୁ; ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ କିଛିଟା କଥା ବିଷୟରେ ଜାଣି ରଖନ୍ତୁ