Loading...

ଜୁନ ୩୦ ଯାଏଁ ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ

ଜୁନ ୩୦ ଯାଏଁ ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ

ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ । ଆଧାରକୁ ପାନ୍ କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚରୁ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ । ଆଧାରକୁ ପାନ୍ କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚରୁ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପୂର୍ବରୁ, ପାନ-ଆଧାର ଲିଙ୍କ୍ ପାଇଁ ଶେଷ ତାରିଖ ଦୁଇଥର ବୃଦ୍ଧି କରାଯାଇଛି। ସର୍ବପ୍ରଥମେ, PAN କୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ଥିଲା ୩୧ ମାର୍ଚ୍ଚ ୨୦୨୨ ରହିଥିଲା । ପ୍ରଥମ ଥର ପାଇଁ ଏହା ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପରେ ସମୟ ସୀମା ପୁଣି ୩୧ ମାର୍ଚ୍ଚ ୨୦୨୩କୁ ବୃଦ୍ଧି କରାଯାଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.