Loading...

କୋଭିଡ କଟକଣାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

କୋଭିଡ କଟକଣାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି ।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି । ମୈଦାନରେ ଅଛନ୍ତି ୭୨୬ ପ୍ରାର୍ଥୀ । ସେହିପରି ୧୬ଶହ ୬୯ ପଞ୍ଚାୟତରେ ଭୋଟିଂ ହେଉଛି । ଏଥିପାଇଁ ୨୨ହଜାର ୩୭୯ ବୁଥ୍‌ କରାଯାଇଛି ।ସେଭିତରୁ ୩ହଜାର ୩୫୭ ବୁଥ୍‌ ଉତ୍ତେଜନାପ୍ରବଣ । ପ୍ରଥମ ପର୍ଯ୍ୟାୟରେ ୬୭ଲକ୍ଷ ୫୧ ହଜାର ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏହି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬, ମୟୂରଭଞ୍ଜରେ ୧୫, କଟକରେ ୧୨, ବାଲେଶ୍ୱରରେ ୧୦ ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ହେଉଛି । ବରଗଡ଼ ଓ ଯାଜପୁର ଜିଲ୍ଲାରେ ୯ଟି ଲେଖାଏ, ଅନୁଗୋଳରେ ୮ଟି, ଭଦ୍ରକରେ ୭ ଜିଲ୍ଲା ପରିଷଦ ଆସନରେ ଭୋଟିଂ ଚାଲିଛି । ଦିନ ଗୋଟାଏ ଯାଏ ମତଦାନ ଚାଲିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.