EnewsOdia.Com

ୟୁଆଇଡିଏଆଇ ସିଇଓ ଭାବେ ନିଯୁକ୍ତ ହେଲେ ପଙ୍କଜ କୁମାର

ଆଇଏଏସ୍‌ ପଙ୍କଜ କୁମାରଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ସେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ୱରେ ଅଛନ୍ତି। ୟୁଆଇଡିଏଆଇ ୨୦୧୬ ଆଧାର ଆକ୍ଟ ଅନୁଯାୟୀ ଗଠିତ ହୋଇଥିଲା। ଏହା ଇଲେକ୍ଟ୍ରୋନିକ୍‌ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଗଠିତ। ଏହା ଭାରତର ସମସ୍ତ ନାଗରିକଙ୍କ ଫେକ୍‌ ଆଇଡି ତିଆରି ହେବା ବିରୋଧରେ କାମ କରିଥାଏ।

ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟରେ କୁହାଯାଇଛି, ତାଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ସଚିବ ପାହ୍ୟାର ଏହି ନିଯୁକ୍ତି ମିଳିଛି।

ପଢନ୍ତୁ: ଗ୍ୟାଲେରିଆ ମଲ୍‌ ଜବରଦଖଲ ଭାଙ୍ଗିବାକୁ ଡର !

ସମ୍ବନ୍ଧିତ ଖବର

ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

Ratnamani Maharana

ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ

Ratnamani Maharana

‘ନିର୍ଭୟା’ ମାମଲା: ଫାଶୀଦଣ୍ଡ ବିରୋଧରେ ଦୋଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ

Ratnamani Maharana

ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

Ratnamani Maharana

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana

ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

Ratnamani Maharana