SPORTS

ବିଶ୍ଵ ବିଲିୟାର୍ଡ୍ସ : ପଙ୍କଜଙ୍କୁ ୨୦ତମ ଟାଇଟଲ

pankaj

ଭାରତୀୟ ତାରକା ପଙ୍କଜ ଆଡଭାନୀ ଗୁରୁବାର କ୍ୟାରିୟରର ୨୦ ତମ ବିଶ୍ଵ ଟାଇଟଲ ହାସଲ କରିଛନ୍ତି। ୩୩ ବର୍ଷୀୟ ଏହି ବେଙ୍ଗାଲୁରୁ ଯୁବକ ଗୁରୁବାର ଏଠାରେ ଆୟୋଜିତ ବିଶ୍ବ ଚାମ୍ପିଅନ୍‌ସିପ୍‌ ଫାଇନା‌ଲ୍‌ରେ ‌ମିଆଁମାରର ମାୟ ଇଥୱେ ଓଓଙ୍କୁ ହରାଇ ୨୦ ଥର ପାଇଁ ଟ୍ରଫି ଜିତିବାର ସଫଳତା ପାଇଥିଲେ। ଏହ ମଧ୍ୟ ତାଙ୍କର ଆଇବିଏସ୍‌ଏଫ୍‌ ବିଲିୟାଡ୍ସ ୧୫୦-ଅପ୍‌ ଫର୍ମାଟ୍‌‌ରେ ଲଗାତାର ତୃତୀୟ ମୁକୁଟ।

pankaj

ଓଓଙ୍କ ବିପକ୍ଷରେ ପଙ୍କଜ ଦୁଇଟି ସେଟ୍‌ ହାରିଥିଲା ବେଳେ ୬ ସେଟ୍‌ ଜିତି ଟ୍ରଫି କରାୟତ କରିଥିଲେ। ସେ ୧୫୦ (୧୦୮)-୨୧, ୦-୧୫୧ (୧୪୭), ୧୫୧(୯୧, ୫୪)-୦, ୪-୧୫୧ (୧୦୩), ୧୫୧ (୧୪୧)-୧୧, ୧୫୦ (୧୨୯)-୮୧ (୭୭), ୧୫୧ (୧୪୫)-୧୦୯ (୫୨, ୫୭), ୧୫୧ (୧୫୧)-୦ରେ ଓଓଙ୍କୁ ମାତ୍ ଦେଇଥିଲେ।

ଏହା ପୂର୍ବରୁ ଥ୍ୟାୟ ସେମିରେ ୫-୨ ଫ୍ରେମରେ ଏକାଧିକ ଥର ଚମ୍ପିୟନ ମାଇକ ରସେଲଙ୍କୁ ପରାସ୍ତ କରିଥିଲେ। ସେହିପରି ପଙ୍କଜ ସେମି ଫାଇନାଲରେ ଦେଭିଡ଼ କୋଜିୟରଙ୍କୁ ହରାଇ ଫାଇନାଲରେ ପାଦ ଥାପିଥିଲେ।

ପଢନ୍ତୁ;  ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

Related posts

ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଘଟଣା: ପାଣ୍ଡ୍ୟା, ରାହୁଲଙ୍କ କ୍ଷମା ପ୍ରାର୍ଥନା

ENO Beuro

ଆଇପିଏଲ୍‌ ୧୧ : ମୁମ୍ବାଇର ସେମି ଆଶା ଉଜ୍ଜୀବିତ

ENO Beuro

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

ENO Beuro

Leave a Comment