Entertainment

ନୂଆ ରୂପରେ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍

ଓଡିଆ ସିନେଜଗତର ପପୁ ହେଉଛନ୍ତି ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା। ତାଙ୍କ ଦେହ ଅସୁସ୍ଥ ରହିଥିବା ଯୋଗୁ ସେ ପ୍ରାୟ ଦେଢ ବର୍ଷ ହେବ ସିନେଜଗତରୁ ଦୂରେଇ ରହିଥିଲେ। ମାତ୍ର ଏବେ ସେ ସୁସ୍ଥ ହୋଇ ପୁଣି ଫିଲ୍ମ ଜଗତକୁ ଫେରୁଥିବାର ଦେଖିବାକୁ ମିଳୁଛି ।

papu

ପୁଣିଥରେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍‌’ରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଉଥିବା ଜଣାପଡ଼ିଛି। ପପୁଙ୍କର ଏହି ଫିଲ୍ମଟି ନୂଆ ବର୍ଷରେ ଆସିବାକୁ ଯାଉଛି।

ଏହି ଚଳଚ୍ଚିତ୍ରରେ ପପୁ ଚିତ୍ରନାଟ୍ୟ ,ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। ଫିଲ୍ମରେ ଗୀତ ଲେଖିଛନ୍ତି ଡ଼ ଦୀପକ ଜେନା ଓ ସ୍ମୃତି। ଛବିର ସିନେମାଟୋଗ୍ରାଫର ହେଲେ ନିରଞ୍ଜନ ଦାସ।

ପଢନ୍ତୁ;  ଅଭିଜିତ ଆୟାରଙ୍କ ମାମଲା ପ୍ରତ୍ୟାହାର କରିବେ ସରକାର

Related posts

ବକ୍ସ ଅଫିସରେ ମୁହାଁ ମୁହିଁ ହେବେ ଆମିର୍ ଖାନ୍ ଓ ରଜନୀକାନ୍ତ

ENO Beuro

୨୫ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ଙ୍କୁ ବିଭାହ କଲେ ମିଲିନ୍ଦ ସୋମନ୍‌ !

ENO Beuro

ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ରଣବୀର କପୁର ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More