ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ବଲିଉଡ କ୍ୟୁଟ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ଲଭ ଲାଇଫ୍କୁ ନେଇ ଆଜିକାଲି ହେଡଲାଇନରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପରିଣୀତି ଆପ୍ ନେତା ରାଘବ ଚଡ୍ଡାଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ଶୀଘ୍ର ବିବାହ କରିପାରନ୍ତି।
ବଲିଉଡ କ୍ୟୁଟ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ଲଭ ଲାଇଫ୍କୁ ନେଇ ଆଜିକାଲି ହେଡଲାଇନରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପରିଣୀତି ଆପ୍ ନେତା ରାଘବ ଚଡ୍ଡାଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ଶୀଘ୍ର ବିବାହ କରିପାରନ୍ତି। ଇତିମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହି ଯୋଡି ନିର୍ବନ୍ଧ ମଧ୍ୟ କରିସାରିଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ରିପୋର୍ଟଗୁଡିକ ଉପରେ ପରିଣୀତି କିମ୍ବା ରାଘବଙ୍କ ମଧ୍ୟରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ନିକଟରେ ପରିଣୀତିଙ୍କ ଆଙ୍ଗୁଠିରେ ନିର୍ବନ୍ଧର ମୁଦି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଉଭୟଙ୍କ ରୋକା ସେରେମୋନି ସମ୍ବନ୍ଧୀୟ ସୂଚନା ଗଣମାଧ୍ୟମ ରିପୋର୍ଟରେ ସାମ୍ନାକୁ ଆସିଛି।
କୁହାଯାଉଛି ଯେ ଦୁହେଁ ବ୍ୟକ୍ତିଗତ ଇଭେଣ୍ଟରେ ନିଜ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ସହ ନିର୍ବନ୍ଧରେ ଆବଦ୍ଧ ହୋଇଛନ୍ତି ଏବଂ ସେମାନଙ୍କର ବିବାହ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଉଭୟଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ବିବାହ ତାରିଖ ରଖାଯାଇଛି। କୋଏମୋଇରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରିଣୀତି ଏବଂ ରାଘବ ଅକ୍ଟୋବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।