Loading...

ଆରମ୍ଭ ହେଲାଣି ପରିଣୀତି ଓ ରାଘବଙ୍କ ବିବାହ ପ୍ରସ୍ତୁତି

ଆରମ୍ଭ ହେଲାଣି ପରିଣୀତି ଓ ରାଘବଙ୍କ ବିବାହ ପ୍ରସ୍ତୁତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଜସ୍ଥାନର ଉଦୟପୁରରେ ସେପ୍ଟେମ୍ବର ୨୪ରେ ଦୁହିଁଙ୍କ ମଧ୍ୟରେ ରାଜକୀୟ ଭାବରେ ବିବାହ ହେବ । ବର୍ତ୍ତମାନ ଦୁହିଁଙ୍କର ପ୍ରୀ-ୱେଡିଙ୍ଗ ସୁଟ ଚାଲିଛି। ଉଦୟପୁରରେ ଦୁହେଁ ରାଜକୀୟ ଶୈଳୀରେ ବିବାହ କରିବେ।

 

ସୂଚନାନୁସାରେ, କିର୍ତ୍ତନରୁ ହିଁ ଦୁହିଁଙ୍କ ବିବାହ ଉତ୍ସବ ଅ‌ାରମ୍ଭ ହେବ। ତେବେ ଏମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିିଛି। ଚର୍ଚ୍ଚା ହେଉଛି ଯେ, ଘୋଡା କି ବିଳାସପୂର୍ଣ୍ଣ ଗାଡ଼ି ପରିବର୍ତ୍ତେ ବରଯାତ୍ରୀଙ୍କୁ ଧରି ଡଙ୍ଗାରେ ବର ହୋଇ ଆସିବେ ରାଘବ। ହୋଟେଲ ଲେକ୍ ପ୍ୟାଲେସରୁ ହୋଟେଲ ଲୀଲା ପ୍ୟାଲେସ୍ ପର୍ଯ୍ୟନ୍ତ ରାଘବ ଡଙ୍ଗାରେ ଆସିବ‌େ ବୋଲି କୁହାଯାଉଛି। ଏହା ସହ ରବିବାର ଅପରାହ୍ନ ୩ଟାରେ ଦୁହିଁଙ୍କ ବିବାହ ହେବ ବୋଲି ଜଣାପଡ଼ିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.