News

ସ୍ୱାଧୀନତା ଦିବସ ଦିନକ ପୂର୍ବରୁ ଝଲସିଲା ସଂସଦ ଭବନ

Parliament Gliters

ସ୍ୱାଧୀନତା ଦିବସର ଗୋଟିଏ ଦିନ  ପୂର୍ବରୁ ଝଲସିଲା ସଂସଦ ଭବନ। ସଂସଦ ଭବନର ବାହାର ଭାଗକୁ ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। ଦେଖିଲେ ଲାଗୁଛି ସତେ ଯେପରି ରାଣୀ ପରି।

Par

ଆସନ୍ତାକାଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ସମାରୋହରେ ଲୋକସଭା ବାଚସ୍ପତି, ରାଜ୍ୟସଭାର ଉପସଭାପତି, କ୍ୟାବିନେଟ ମନ୍ତ୍ରୀ ଓ ସାଂସଦ ମାନେ ଉପସ୍ଥିତ ଥିଲେ।

ସଂସଦକୁ ଆଲୋକିତ କରିବା ପାଇଁ ଲାଗିଥିବା LED ଲାଇଟରେ ବିଦ୍ୟୁତ ଖର୍ଚ୍ଚ କମ୍‌ ହେବା ସହ ଏହା ପରିବେଶ ଅନୁକୂଳ। ସାଉଥ ଓ ନର୍ଥ ବ୍ଲକ୍ ମଧ୍ୟ LED ଲାଇଟରେ ସଜାଯାଇଛି।

ପଢନ୍ତୁ: ଲଘୁଚାପ ପ୍ରଭାବ: ଆହୁରୀ ୨ଦିନ ପ୍ରବଳ ବର୍ଷିବ

Related posts

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

ENO Beuro

ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ENO Beuro

Leave a Comment