News

ସରକାରଙ୍କ ଷଷ୍ଠ ତଥା ଅନ୍ତିମ ବଜେଟ ସଂସଦରେ ପାସ

ମୋଦି ସରକାରଙ୍କ ଷଷ୍ଠ ତଥା ଅନ୍ତିମ ବଜେଟକୁ ବୁଧବାର ସଂସଦରେ ଅନୁମୋଦନ ମିଳିଯାଇଛି।ବୁଧବାର ବିନା କୌଣସି ଆଲୋଚନାରେ ଏହାକୁ ରାଜ୍ୟସଭାର ଅନୁମୋଦନ ମିଳିଛି।କାଲି ବଜେଟ ଅଧିବେଶନର ଅନ୍ତିମ ଦିବସ ଥିଲା।ତେଣୁ ଏହାକୁ ସବୁ ଦଳଙ୍କ ସହଜ ମଞ୍ଜୁରୀ ମିଳିଯାଇଥିଲା।

ସୂଚନାଯୋଗ୍ୟ,ଏହି ବଜେଟରେ ସରକାର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିଥିବାବେଳେ କ୍ଷୁଦ୍ର ଚାଷୀଙ୍କ ପାଇଁ ବାର୍ଷିକ ୬୦୦୦ଟଙ୍କାର ସର୍ବନିମ୍ନ ଆୟ ବ୍ୟବସ୍ତା କରିଛନ୍ତି।ଅଣ-ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଏଥିରେ ପେନସନ ବ୍ୟବସ୍ତା ମଧ୍ୟକରାଯାଇଛି।

ପଢନ୍ତୁ:ପ୍ରଥମ ଦିନିକିଆ:ବାଂଲାଦେଶକୁ ୮ ୱିକେଟରେ ହରାଇଲା ନିଉଜିଲାଣ୍ଡ

Related posts

ଆଇଆରସିଟିସି ଦୁର୍ନୀତି ମାମଲା: ଲାଲୁଙ୍କ ପତ୍ନୀ ଓ ପୁଅଙ୍କୁ ମିଳିଲା ଜାମିନ

ENO Beuro

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

ENO Beuro

ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ମାରି ନଦୀରେ ଭସାଇ ଦେଲେ ବାପା

ENO Beuro

Leave a Comment