News

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ସ୍ତ୍ରୀଙ୍କୁ ପରିତ୍ୟାଗ କରି ନିରୁଦ୍ଦେଶ ହୋଇଥିବା ୮ ଜଣ ଏନ୍‌ଆର୍‌ଆଇଙ୍କ ପାସ୍‌ପୋର୍ଟ ରଦ୍ଦ କରାଯାଇଥିବା କଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଦିନ କହିଛନ୍ତି।

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ମାସରେ ୫ ଜଣଙ୍କର ପାସପୋର୍ଟ ରଦ୍ଦ ହୋଇଥିଲା ଏବଂ ପରେ ଅବଶିଷ୍ଟ ଏନଆର୍‌ଆଇଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ,ପାସପୋର୍ଟ ରଦ୍ଦ ହୋଇଥିବା ଏନ୍‌ଆର୍‌ଆଇ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇଥିଲା।

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର nri

ପଢନ୍ତୁ; ଆଜିଠୁ ପ୍ରବଳ ବର୍ଷା,୨୧ରେ ସାରା ଓଡିଶାରେ ଭୀଷଣ ବର୍ଷା ସମ୍ଭାବନା

Related posts

ପରଲୋକରେ କରୁଣାନିଧି

ENO Beuro

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ENO Beuro

ରଘୁରାମ ରାଜନ ହୋଇ ପାରନ୍ତି ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More