POLITICALS

ନିର୍ବାଚନୀ ପ୍ରଚାର ପାଇଁ ନବୀନଙ୍କ ପାଟକୁରା ଗସ୍ତ

Untitled 1

ହାତରେ ଆଉ ମାତ୍ର ତିନି ଦିନ । ୧୯ ରାତି ପାହିଗଲେ ୨୦ ତାରିଖ ସକାଳୁ ସକାଳୁ ପାଟକୁରା  ପାଇଁ ପଡିବ ଭୋଟ । ନାକ ତଳେ ନିର୍ବାଚନ ଥିବାରୁ ନେତାଙ୍କ ଆଖିରୁ ନିଦ ହଜିଛି । ଆଉ ପାଟକୁରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଚାର କାମ ଶେଷ କରିବାକୁ ସବୁ ଦଳର ପ୍ରସ୍ତୁତି ପ୍ରଖର ବେଗରେ ଚାଲିଥିବା ବେଳେ ଆସନ୍ତାକାଲି ପାଟକୁରାରେ ସୁପର ସୋ କରିବ ବିଜେଡ଼ି

ବୁଧବାର ପାଟକୁରା ଦେଖିବ ବିଜେଡି ସୁପ୍ରିମୋଙ୍କ ବଡ ସୋ । ୧୭ ତାରିଖ ଅର୍ଥାତ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ କରିବେ ନବୀନ । ରୋଡ ସୋ   ମାଧ୍ୟମରେ ସାବିତ୍ରୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ।ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

ପଢନ୍ତୁ: ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌

Related posts

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

ENO Beuro

କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ରାଜନୀତି,ସିବିଆଇ ତଦନ୍ତ ପାଇଁ ଦାବି କାଲେ ଧର୍ମେନ୍ଦ୍ର

ENO Beuro

କଂଗ୍ରେସ ରୋଡ ଶୋ’ରେ ଶୁଭିଲା ମୋଦୀଙ୍କର ଜୟକାର: କଂଗ୍ରେସ ଓ ବିଜେପି କର୍ମୀ ମୁହାଁ ମୁହିଁ

Ratnamani Moharana

1 comment

Leave a Comment