EnewsOdia.Com

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ଲାଗିଲା ନିଆଁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଗତକାଲି ସନ୍ଧ୍ୟାରେ ଏକ ଅଶୁଭ ସଂକେତ ଦେଖା ଦେଇଛି । ଶ୍ରୀମନ୍ଦିରର ଅଁଳା ଭେଢାରେ ନୀଳ ଚକ୍ର ସହ ସଲଗ୍ନ ଥିବା ମହାପ୍ରଭୁଙ୍କ ବାନାରେ ନିଆଁ ଲାଗି ଯାଇଛି ।

ମହାଦୀପ ଦର୍ଶନ ସମୟରେ ଏହି ଅଘଟଣ ଘଟିଛି । ଏହି ନିଆଁ ନୀଳଚକ୍ର ତଳେ ଲାଗିଥିବା ମାନସିକ ବାନାରେ ଲାଗିଥିବା ଜାଣିବାକୁ ମିଳିଛି । ଗୁରୁବାର ଦିନ ଏଭଳି ଏକ ଅଘଟଣ ଘଟିଥିବାରୁ ଭକ୍ତ ଓ ସେବକ ବିଚଳିତ ହୋଇପଡିଥିଲେ । ଏହାସହିତ ସବୁଠାରୁ ବଡ କଥା ଆଜି ପାପମୋଚନ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ପଢନ୍ତୁ: ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

ସମ୍ବନ୍ଧିତ ଖବର

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ଘାତକ ଚୟନ ଶେଷ

Ratnamani Maharana

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଆରମ୍ଭ ହେବ ରି-ସର୍ଫେସିଂ କାମ

Ratnamani Maharana

ଜଷ୍ଟିସ ଏସ୍‌.ଏ. ବବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Ratnamani Maharana

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana

ସ୍ୱଚ୍ଛତା ପାଇଁ ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

Ratnamani Maharana

ଭୀମସାରରେ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅ‌ନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର

Ratnamani Maharana