POLITICALS

ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର : ଆଗରେ ବିଜେଡ଼ି, ପାଟକୁରାରେ ବିଜେଡ଼ି ସମର୍ଥଙ୍କ ଶଙ୍ଖ ଧ୍ୱନି

67089077 1310716102428197 3154403717973803008 N

ପାଟକୁରା  ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସୁଧା ଭୋଟ ଗଣତି ଅନୁସାରେ ଶଙ୍ଖ ଦଳ ଆଗରେ ।୧୬ ରାଉଣ୍ଡ ସୁଦ୍ଧା ୧୭, ୨୩୪ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୯, ୩୮୯ ଖଣ୍ଡ ଭୋଟ ମିଳିଥିବା ବେଳେ  ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୭୨, ୧୫୫ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି଼ ପାଇଛନ୍ତି ୨୦୧୬ ଖଣ୍ଡ ଭୋଟ।

ଟ୍ରେଣ୍ଡକୁ ଦେଖି ବିଜେଡ଼ି ସମର୍ଥକ ମାନେ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି । କିଏ ଶଙ୍ଖ ଧ୍ୱନି କରୁଛି ତ ଆଉ କିଏ ନବୀନ ବାବୁଙ୍କୁ ଜୟ ଜୟକାର କରୁଛି । କେବଳ ଏକାଦଶ ରାଉଣ୍ଡରେ ହିଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୨୩୧ ଭୋଟରେ ଆଗେଇଥିଲେ । ଅନ୍ୟ ସମସ୍ତ ରାଉଣ୍ଡରେ ବିଜେଡ଼ି ନିଜର ଦବଦବା ଜାହିର କରିଛି ।

ପଢନ୍ତୁ: ସଂସଦରେ ମୋଦୀଙ୍କ କୁନି ସାଙ୍ଗ

Related posts

କାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

Ratnamani Moharana

‘ହତ୍ୟା’ ବୟାନକୁ ନେଇ ବିବାଦରେ କୁମାରସ୍ଵାମୀ

ENO Beuro

ଦାମ ରାଉତ ନୁହେଁ , ବାପାଙ୍କଠୁ ପରାମର୍ଶ ନେବି: ସମ୍ବିତ ରାଉତ

Ratnamani Moharana

Leave a Comment