LIFESTYLE

ପର୍‌ଫ୍ୟୁମ୍‌ର ଅତ୍ୟଧିକ ବ୍ୟବହାର ହୋଇପାରେ କ୍ଷତିକାରକ। ଜାଣି ନିଅନ୍ତୁ ସେ ସମ୍ପର୍କରେ

perfume side effect

ଘରୁ ବାହାରକୁ ଯିବା ପୂର୍ବରୁ ସମସ୍ତେ  ପର୍‌ଫ୍ୟୁମ୍‌ ବା ଡିଓ  ବ୍ୟବହାର କରୁଛନ୍ତି ଯୁବ ପିଢୀ। ଏହାର ବ୍ୟବହାର କରିବା ଦ୍ଵାରା ଦୁର୍ଘନ୍ଧରୁ ମୁକ୍ତି ପାଇବା ସହ ମିଳିଥାଏ ଫ୍ରେସନେସ। ତେବେ ପରଫ୍ୟୁମ୍ ବା ଡିଓର ଅତ୍ୟଧିକ ବ୍ୟବହାର କରିବା ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ  ହୋଇପାରେ।

ତେବେ ଆସନ୍ତୁ ଜାଣିବା ପର୍‌ଫ୍ୟୁମ୍‌ ଓ ଡିଓ ବ୍ୟବହାରର କୁ ପ୍ରଭାବ ସମ୍ପର୍କରେ

୧) ପର୍‌ଫ୍ୟୁମ୍‌ ଓ ଡିଓର ବ୍ୟବହାର କରିବା ଦ୍ଵାରା ବାସ୍ନା ନାକ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

୨) ଏହା ଆପଣଙ୍କ ଶରୀରର ହର୍‌ମୋନ୍‌କୁ ମଧ୍ୟ ପ୍ରଭାବିତ କରିପାରେ।

୩) ପର୍‌ଫ୍ୟୁମ୍‌ ଓ ଡିଓର ବ୍ୟବହାର ତ୍ୱଚାରେ କୁଣ୍ଡିଆ ଭଳି ରୋଗ ସୃଷ୍ଟି କରିଥାଏ ।ଏଥିପାଇଁ ଆପଣଙ୍କର ଆଲର୍ଜି ମଧ୍ୟ ହୋଇପାରେ।

୪) ଦେହରୁ ବାହାରୁଥିବା ଦୁର୍ଗନ୍ଧ  ଦୂର କରିବା ପାଇଁ ଆମେ ଡିଓ ବା ପରଫ୍ୟୁମ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ଦେହର ପ୍ରକୃତିକ ବାସ୍ନାକୁ ମଧ୍ୟ ପ୍ରଭାବିତ କରିଥାଏ।

୫) ପର୍‌ଫ୍ୟୁମ୍‌ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ ତ୍ୱଚାରେ ପଡ଼ିଲେ ଜଳାପୋଡ଼ା ହୋଇଥାଏ ।

୬) ପର୍‌ଫ୍ୟୁମ୍‌ ଓ ଡିଓରେ  ଆଲ୍‌କୋହଲ ଥାଏ। ସେହି ଆଲ୍‌କୋହଲ ତ୍ୱଚାରେ ଅନେକ ପ୍ରକାର ରୋଗ ଆଣିପାରେ।
ପଢନ୍ତୁ: ଡାଇବେଟିସ୍‌ରୁ ମୁକ୍ତି ଚାହୁଁଥିଲେ କ୍ଷୀରରେ ଏହି ମସଲା ମିଶାଇ ପିଅନ୍ତୁ

Related posts

ଏହି ରାଶିର ଲୋକମାନେ ମନ ଭାଙ୍ଗିବାରେ ବେଶି ସମୟ ଲଗାନ୍ତି ନାହିଁ?

ENO Beuro

ଏହି ସବୁ ଖାଦ୍ୟ ଆପଣଙ୍କ ଓଜନକୁ ବୃଦ୍ଧି କରେ ଓ ବୟସ୍କ ଦିଶିବାର କାରଣ ବନିଥାଏ

ENO Beuro

ଆପଣ ଗ୍ରୀନ କଫି ପିଉଛନ୍ତି କି ? ତେବେ ଜାଣନ୍ତୁ ଏହା ଦ୍ଵାରା କି ଫାଇଦା ମିଳେ

ENO Beuro

Leave a Comment