EnewsOdia.Com

ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ୍‌ ଓ ଡିଜେଲ୍ ଦର କମିବାରେ ଲାଗିଛି। କମିଥିବା ଦର ଆନୁସାରେ  ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦ ପଇସା, ଦିଲ୍ଲୀ, ମୁମ୍ୱାଇରେ ୧୨ ପଇସା, କୋଲକାତାରେ ୧୧ ପଇସା ଏବଂ ଚେନ୍ନାଇରେ ୧୩ ପଇସା କମିଛି। ସେହିପରି ଡିଜେଲ ଦାମ୍ ଭୁବନେଶ୍ୱରରେ ୧୪ ପଇସା, ଦିଲ୍ଲୀ ଏବଂ କୋଲକାତାରେ ୧୫ ପଇସା, ମୁମ୍ୱାଇ ଏବଂ ଚେନ୍ନାଇରେ ୧୬ ପଇସା କମିଛି।

ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଓ୍ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨.୭୩ ପଇସା,  ଡିଜେଲ ଦାମ ଲିଟର ପିଛା ୭୧.୬୫ ପଇସା ରହିଛି। ଅକ୍ଚୋବରରୁ ଏଯାଏ ୬ ଥର ପେଟ୍ରୋଲ ଦର ୧.୩୯ ପଇସା କମିଥିବାବେଳେ ଡିଜେଲ ଦର ୧୧ ଦିନରେ ୧.୩୧ ପଇସା କମିଛି। ସେହିପରି ୩୬ ପଇସା ପେଟ୍ରୋଲ ବଢ଼ିଥିବାବେଳେ ୪୯ ପଇସା ଡିଜେଲ ବଢ଼ିଛି।
ପଢନ୍ତୁ: ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ମିଳିବ ମାଗଣା ଖାଦ୍ୟ

ସମ୍ବନ୍ଧିତ ଖବର

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

Ratnamani Maharana

ଏବେ ଟିଭି ଦେଖୁଥିବା ଲୋକଙ୍କୁ ସେଟ୍ ଅପ୍ ବକ୍ସ ଲଗାଇବା ପାଇଁ କରିବାକୁ ପଡିବ KYC

Ratnamani Maharana

ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

Ratnamani Maharana