Loading...

ମେ' ୧ ତାରିଖରୁ ଆବେଦନ, ଜୁନ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମେ' ୧ ତାରିଖରୁ ଆବେଦନ, ଜୁନ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ବିଜ୍ଞପ୍ତି ମୁତାବକ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ମେ' ୧ ତାରିଖରୁ ସାମ୍ସ (SAMS) ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ । ସାମ୍ସର ଓ୍ବେବସାଇଟ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ (ସିଏଏଫ) ଉପଲବ୍ଧ ହେବ ।

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୦୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ମୁତାବକ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ମେ' ୧ ତାରିଖରୁ ସାମ୍ସ (SAMS) ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ । ସାମ୍ସର ଓ୍ବେବସାଇଟ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ (ସିଏଏଫ) ଉପଲବ୍ଧ ହେବ । ମେ' ୧୦ ତାରିଖରେ ଆବେଦନର ଶେଷ ତାରିଖ ରହିଛି ।ଜୁନ ୯ ତାରିଖ ଅପରାହ୍ନ ୨ଟା ପରଠାରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ତେବେ ଜୁନ ୨୩ ତାରିଖରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.