EnewsOdia.Com

ଫେସ୍‌ବୁକ୍‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ୍‌

ମହାପ୍ରଭୁ ଲିଙ୍ଗରାଜଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପ୍ରଦୀପ ପାତ୍ର ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶ ଫଟୋ । ମନ୍ଦିର ଭିତରେ କ୍ୟାମେରା ପ୍ରବେଶ ନିଷେଧ ଥିବାବେଳେ କିଭଳି ଭାବରେ ଲିଙ୍ଗରାଜଙ୍କ ଫଟୋ ଉଠାଗଲା ତାହା ଉପରେ ପ୍ରସ୍ନବାଚୀ ସୃଷ୍ଟି ହୋଇଛି ?

ଲିଙ୍ଗରାଜ ମନ୍ଦିର ପ୍ରବେଶ ସମୟରେ ପୋଲିସ କଡ଼ା ସୁରକ୍ଷା ସହ ସିସିଟିଭିର ବ୍ୟବସ୍ଥା ଥିବାବେଳେ କିଭଳି ଭାବେ ସେ ବ୍ୟକ୍ତି ଜଣଙ୍କ ମୋବାଇଲରେ ଫଟୋ ଉଠାଇଛନ୍ତି, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ପୂର୍ବରୁ ମଧ୍ୟ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଏବେ ପୁଣି ଲିଙ୍ଗରାଜଙ୍କ ଫଟୋକୁ ଭାଇରାଲ ହେବା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ପଢନ୍ତୁ: ୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌

ସମ୍ବନ୍ଧିତ ଖବର

ଅଦ୍ଭୁତ ସମସ୍ୟାରେ କଲବଲ ହେଉଛି ନାବାଳକ, ଅଦୃଶ୍ୟ ଭାବେ ଶରୀରରେ ଲାଗିଯାଉଛି ବିଷ୍ଠା!

Ratnamani Maharana

କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

Ratnamani Maharana

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana