LIFESTYLE

ଆପଣ ଦିନସାରା ବ୍ୟସ୍ତତାରେ ରହୁଛନ୍ତି କି ? ତେବେ ପଡିପାରେ ମସ୍ତିଷ୍କରେ କୁ ପ୍ରଭାବ

ଆଧୁନିକ ଜୀବନରେ ଆମେ ସମସ୍ତେ ବ୍ୟସ୍ତ ରହି ଥାଉ । ଆଉ ଏହି ବ୍ୟସ୍ତତା ହେତୁ ଆବେ କେତେକ କୁ ଅଭ୍ୟାସରେ ପଡ଼ିଯାଉ। ଯାହାର କୁ ପରିଣାମ ବି ଆମକୁ ଭୋଗିବାକୁ ପଡ଼େ। ଦିନସାରା ବ୍ୟସ୍ତ ରହିଲେ ବି କେତେକ ଅଭ୍ୟାସ ଆମର ମସ୍ତିଷ୍କରେ କୁ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

ଆସନ୍ତୁ ଜାଣିବା ସେ ସଂପର୍କରେ

ଯଦି ରାତିରେ ଆମେ  ୭ ଘଣ୍ଟା ନ ଶୋଇବା ଓ ଠିକ ସମୟରେ ନ ଶୋଇ ବିଳମ୍ବିତ ରାତିରେ ଶୋଇବା ତେବେ ମସ୍ତିଷ୍କ ଉପରେ ଖରାପ ପଡିଥାଏ । ଯାହା ଦ୍ଵାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇ ଥାଏ।

ଯଦି ଜଣେ ବ୍ୟକ୍ତି ଶାରୀରିକ ରୂପେ କ୍ରିୟାଶୀଳ ନ ରହନ୍ତି ତେବେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିପାରେ । ଏହାଫଳରେ ମସ୍ତିଷ୍କରେ କୁ ପ୍ରଭାବ ପଡ଼ିଥାଏ । ପ୍ରତିଦିନ ବ୍ୟାୟାମ  କରନ୍ତୁ ।ବେଶୀ ସମୟ ଏକୁଟିଆ ରହିବା ଉଚିତ ନୁହଁ । କାରଣ ବେଶି ସମୟ ଏକା ରହିଲେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ ।

ଅଧିକ ଭଲ୍ୟୁମ୍‌ରେ ଗୀତ ଶୁଣିବା ଭଲ ନୁହଁ । ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ । ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ । ତେଣୁ ଧୂମପାନ କରନ୍ତୁ ନାହିଁ ।

ପଢନ୍ତୁ ;

ଓଲିଉଡରେ କେଉଁ ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ସଫଳତା ମିଳିଥିଲା ଜାଣନ୍ତୁ

Related posts

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ENO Beuro

ଆସନ୍ତୁ ଜାଣିବା ଅମୃତଭଣ୍ଡା କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ

ENO Beuro

ଫ୍ରିଜର ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More