VASTU

ଆପଣଙ୍କ ଘରେ ପାରା ରହୁଛନ୍ତି କି!! ଜାଣନ୍ତୁ ଏହା କି ପ୍ରକାର ପ୍ରଭାବ ପକେଇଥାଏ ଆପଣଙ୍କ ଜୀବନରେ

ପୃଥିବୀର ସବୁଠାରୁ ଭାଗ୍ୟବାନ ପ୍ରାଣୀ ମଣିଷ। କେବଳ ମଣିଷ ହିଁ ନିଜର କର୍ମ କରି ଭବିଷ୍ୟତ ସହ ବର୍ତମାନକୁ ବି କରିଥାଏ ସୁନ୍ଦର। ତେବେ ମଣିଷର ମୌଳିକ ଆବଶ୍ୟକତା ମଧ୍ୟରେ ଗୋଟିଏ ହେଲା ବାସ ଗୃହ । ପଶୁ ପକ୍ଷୀ ଜଙ୍ଗଲରେ ରୁହନ୍ତି। ତେବେ ଏମିତି କିଛି ପଶୁ ଓ ପକ୍ଷୀ ରହିଛନ୍ତି ଯାହାକୁ ମଣିଷ ତା ସଉକ ପାଇଁ ନିଜ ପାଖରେ ରଖିଥାଏ। ଏ ସବୁ ରଖିବା ପଛରେ ଥାଏ କିଛି କାରଣ ଗାଈ କ୍ଷୀର ପାଇଁ, କୁକୁର ଘର ଜଗିବା ପାଇଁ ଓ ଶୁଆସାରୀ ମିଠା ମିଠା କଥା ଶୁଣିବାକୁ ରଖନ୍ତି। ତେବେ ଏମିତି କିଛି ପକ୍ଷୀ ଅଛନ୍ତି ଯେଉଁମାନେ ସ୍ଵତଃପ୍ରବୁତ  ଭାବେ ମଣିଷ ରହୁଥିବା ଘରେ ଆଶ୍ରୟ ନିଅନ୍ତି। ସେମିତି ଏକ ପକ୍ଷୀ ହେଉଛି ପାରା ତେବେ ବାସ୍ତୁଶାସ୍ତ୍ର  ଅନୁସାରେ ପାରା ଏକ ସକରାତ୍ମ  ପକ୍ଷୀ ବୋଲି ବିହିତ ଅଛି।

ଘରେ ପାରା ବସା ବାନ୍ଧିଲେ ଘରେ ବାସ କରୁଥିବା ଲୋକଙ୍କ ଜୀବନରେ

ଆସିଥାଏ ସଫଳତା ।

[ penci_related_posts taxonomies=”undefined” title=” ଆହୁରି ପଢନ୍ତୁ ” background=”” border=”” thumbright=”yes” number=”2″ style=”grid” align=”none” displayby=”cat” orderby=”random”]

 ପ୍ରାଣୀଙ୍କ ମଧ୍ୟରୁ ପାରା ସବୁଠୁ ଶାନ୍ତ ସ୍ୱଭାବର ବୋଲି କୁହାଯାଏ। ଜୀବନରେ କିଛି ଜଣ ବହୁତ ପରିଶ୍ରମ କରି ସଫଳତା ହାସଲ କରନ୍ତି। ଅପରପକ୍ଷରେ କିଛି ଜଣ ପରିଶ୍ରମ ନକରି ମଧ୍ୟ ସଫଳତା ଲାଭ କରନ୍ତି। ତେବେ କୌଣସି ଘରେ ଯଦି ପାରାମାନେ ବସା ବାନ୍ଧନ୍ତି ଏହା କିଛି ସଂକେତ କରିଥାଏ। ଘରେ ପାରାଙ୍କ ବସା ଥିଲେ ସୁଖ ସମୃଦ୍ଧି ଲାଭ ହୋଇଥାଏ.

ଘରର ଆର୍ଥିକ ଅବସ୍ଥା ଉନ୍ନତ ହୋଇଥାଏ। ଘରେ ବାସ କରୁଥିବା ଲୋକଙ୍କ ଜୀବନରେ ସଫଳତା ଆସିଥାଏ। ପାରାଙ୍କ ବସା ଥିଲେ ଘରେ କୌଣସି ଅଶୁଭ ହୋଇନଥାଏ। ତେଣୁ ଘରେ ଥିବା ପାରା ବସାକୁ ଭାଙ୍ଗିବା ଉଚିତ ନୁହେଁ ।

ପଢନ୍ତୁ:  ହୋଲିରେ ଭାଙ୍ଗର ମହତ୍ଵ ଅଧିକ। ତେବେ ଜାଣନ୍ତୁ ଏହାର କାରଣ କଣ

Related posts

ଆସନ୍ତୁ ଜାଣିବା କାଉର କେଉଁ ସଂକେତକୁ ଶୁଭ ଓ ଅଶୁଭ ସଂକେତ ମନାଯାଏ?

ENO Beuro

ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ! ଜାଣନ୍ତୁ

ENO Beuro

ଶାସ୍ତ୍ର ଅନୁଯାୟୀ ଏହି କଥା ମାନିଲେ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ସଫଳତା !

ENO Beuro

Leave a Comment