Movie News

ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ “ପିଲାଟା ବିଗିଡିଗଲା”

ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ସୁପରହିଟ ଚଳଚ୍ଚିତ୍ର   ପିଲାଟା ବିଗିଡିଗଲା ଗତ ନଭେମ୍ବର ୧୭ ରେ ଆବୁଧାବିରେ ଧୁମ ମଚେଇଛି । ଆବୁଧାବିର ଇଣ୍ଡିଆନ ଏମ୍ବାସୀ ଅଡିଟୋରିୟମରେ ପ୍ରଦଶିତ ହେଇଥିଲା ଏହି ଚଳଚ୍ଚିତ୍ର ।

ଅର୍ଚ୍ଚିତାଙ୍କ ଏହି ନିଆରା ପ୍ରୟାସ ସେଠାକାର ପ୍ରବାସୀ ଓଡିଆମାନଙ୍କ ମନରେ ଉତ୍ସାହ ଭରିଦେଇଥିଲା । ଖୁବ ଉପୋଭୋଗ କରିଥିଲେ ସେଠାରେ ଦର୍ଶକ । ସେଠାକାର ଲୋକମାନଙ୍କ ମନରୁ ଓଡିଆ ସିନେମା ଜଗତକୁ ନେଇ ଯେଉଁ ଭାବନା ଥିଲା ତାହା ଦୂର ହେଇଯାଇଥିଲା । ସେମାନେ ଭାବୁଥିଲେ ଯେ ଓଡିଆ ସିନେମା ଜଗତ ସେତେଟା ଉନ୍ନତ ନୁହେଁ, ଏଠାର କଳାକାର, ଟେକ୍ନୋଲୋଜି ଆଦି ସବୁ ପ୍ରତି ସେମାନଙ୍କର ଭାବନା ବଦଳି ଯାଇଛି ।

୨୦୧୫ ଅଗଷ୍ଟ ୧୪ରେ “ପିଲାଟା ବିଗିଡିଗଲା” ସିନେମା ମୁକ୍ତିଲାଭ କରିଥିଲା । ଏଥିରେ ଅର୍ଚ୍ଚିତା, ସବ୍ୟସାଚୀ, ପପୁ ପମ ପମ, ଲିପ୍ସା, ବିଜୟ ମହାନ୍ତି, ଜୀବନ ପଣ୍ଡା ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଅର୍ଚ୍ଚିତାଙ୍କ ସହ ଓଡିଆ ହାସ୍ୟ କଳାକାର ଗୁଡ୍ଡୁ ମଧ୍ୟ ଯୋଗଦେଇ ଷୋ ମଜାକୁ ଦୁଇଗୁଣିତ କରିଥିଲେ ।

ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ ପିଲାଟା ବିଗିଡିଗଲାଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ ପିଲାଟା ବିଗିଡିଗଲା.ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ ପିଲାଟା ବିଗିଡିଗଲା ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ ପିଲାଟା ବିଗିଡିଗଲା

ପଢନ୍ତୁ, କୋହଲି ବଡ଼ ସ୍ତରର ଖେଳାଳି ଏବଂ ତାଙ୍କ ପାଇଁ କିଛି ଅସମ୍ଭବ ନୁହେଁ – ରବି ଶାସ୍ତ୍ରୀ

Related posts

ଆଜି ପରଦା ଉପରେ ଦର୍ଶକଙ୍କ ମନ କିଣିବ ଓଡିଆ ସିନେମା ତୁ ମୋ ହୀରୋ

ENO Beuro

Babushan Mohanty And Sheetal In The Upcoming Movie “Dil Diwana Heigala”

Jitendra

ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି

ENO Beuro

1 comment

Leave a Comment