POLITICALS

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

Pin

ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି ଆସନ ମିଳିିବା ପରେ ରବିବାର ଦଳୀୟ ସୁପ୍ରିମୋ ସାଂସଦମାନଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଇଛନ୍ତି। ଏହି ଆଧାରରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିଜୁ ଜନତା ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ପଦରେ କଟକ ସାଂସଦ ଭର୍ତ୍ତୃହରି ମହତାବ  ଥିଲେ। ମହତାବ୍‌ଙ୍କୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦରେ ନିଯୁକ୍ତି କରାଯାଇଛି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ମନୋନୀତ କରିଛନ୍ତି ।

ଅନ୍ୟପଟେ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, ଆସନ୍ତା ୧୭ ତାରିଖରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୧୭ତମ ଲୋକସଭା ଅଧିବେଶନ ବସିବ। ତେବେ ବିଜୁ ଜନତା ଦଳ ତରଫରୁ ୧୨ ସାଂସଦଙ୍କ ସହ ଏଥର ଲୋକସଭାରେ କିଭଳି ରାଜ୍ୟର ଦାବି ଉପସ୍ଥାପନ କରିବ ବିଜେଡି ସେନେଇ ସଂସଦୀୟ ଦଳଙ୍କୁ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ପଢନ୍ତୁ: ପଶ୍ଚିମବଙ୍ଗରେ ବିଜେପିର ନୂଆ ସ୍ଲୋଗାନ୍ ‘ଜୟ ମହାକାଳୀ ଜୟ ଶ୍ରୀରାମ’

Related posts

କମଲନାଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ENO Beuro

ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

Ratnamani Moharana

ଜଗନ ମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତି: ଆନ୍ଧ୍ରରେ ରହିବେ ପାଞ୍ଚ ଉପମୁଖ୍ୟମନ୍ତ୍ରୀ

Ratnamani Moharana

Leave a Comment