• Home
  • News
  • ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ
News

ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ

ମେକ୍ସିକୋର ଦୁରାଙ୍ଗୋରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। କୁଆପଥର ବୃଷ୍ଟି ସମୟରେ ଉଡ଼ାଣ ଆରମ୍ଭ କରିଥିବା ହେତୁ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ୮୫ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି।

ଡ୍ୟୁରାଙ୍ଗୋ ରାଜ୍ୟପାଳ ଜୋସ୍ ରୋଜାସ୍ ମିଲେନିଓ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯାତ୍ରୀମାନେ କହିଲେ ଯେତେବେଳେ ଆକାଶରୁ ବିମାନ ଉଠିଲା ସେତେବେଳେ ହିଁ ସାଧାରଣ ବିମାନଠାରୁ ଏହା ସମାନ୍ୟ ଭାବରେ ଅଲାଗା ଥିଲା । ତେଣୁ ଆମେ ମାନେ ଡରି ଯାଇଥିଲୁ। ଗୋଟାଏ ବିଲରେ ପଡ଼ି ଧୂସର ଧୂଆଁ ରେ ଭରିଯାଇଥିବା ବିମାନରୁ ସାମାନ୍ୟ ଆହତ ହୋଇଥିବା ଲୋକେ ବାହାରି ଆସିଥିଲେ। ଆହତମାନଙ୍କ ସଂଖ୍ୟା ପ୍ରାୟ ୮୫ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ plane

ପଢନ୍ତୁ; ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

Related posts

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Krishna Kumar Manoj

ଆସନ୍ତାକାଲି ଓଜେଇଇ ପରୀକ୍ଷା : ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ

ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More