• Home
  • News
  • ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା
News

ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା

ବାତିଲ ହେଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା

ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱର ଓ କଟକ ବି ଏଥିରୁ ବାଦ୍ ପଡ଼ିନି। ସହରର ଅନେକ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି। ପବନ ସହ ବର୍ଷା ଲାଗିରହିଛି।

ଲଗାଣ ବର୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯାଇଛି । ଆଜି ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ବାତିଲ ହୋଇଥିବା ପରୀକ୍ଷା ପରବର୍ତ୍ତୀ ସମୟରେ କରାଯିବ।

ଏ ନେଇ ତାରିଖ ଧାର୍ୟ୍ୟ କରାଯାଇ ଛାତ୍ରଛାତ୍ରୀଙ୍କୁ ସୂଚିତ କରାଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳକ ଡାକ୍ତର ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି।

ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା exam

ପଢନ୍ତୁ;  ବାସୁଦେବପୁରରେ ଓଲଟିଲା ବସ୍‌, ୧୫ଜଣ ଯାତ୍ରୀ ଆହତ

Related posts

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

Krishna Kumar Manoj

ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା

Krishna Kumar Manoj

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More