News

+୩ର ଖାଲିପଡ଼ିଥିବା ସିଟ୍ ଲାଗି ଆଜିଠୁ ସ୍ପଟ ଆଡମିସନ

Admission

ରାଜ୍ୟରେ ଯୁକ୍ତ ତିନି  କଲେଜରେ ଖାଲିପଡିଥିବା ସିଟ୍‌ ପୂରଣ ପାଇଁ ଆଜିଟୁ ସ୍ପଟ ଆଡମିଶନ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପ଼ଞ୍ଜୀକରଣ କରିପାରିବେ। ୧୮ ତାରିଖରେ ସିଲେକସନ୍‌ ତାଲିକା ପ୍ରକାଶ ପାଇବ। ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍‌ଲାଇନରେ ଆଡମିସନ ଫି’ ଡିପୋଜିଟ କରିବେ।୨୩ତାରିଖରେ ନାମଲେଖା ହେବ।

ଆସନ୍ତା ୨୪ତାରିଖରୁ ପାଠପଢା ଆରମ୍ବ ହେବ। ପୂର୍ବରୁ ୨ଟି ପର୍ଯ୍ୟାୟରେ ନାମଲେଖା ହୋଇଥିବାବେଳେ ଅନେକ କଲେଜରେ ସିଟ୍‌ ଖାଲି ପଡିଛି। ଏଗୁଡିକୁ ପୂରଣ ପାଇଁ ଆଜିଠୁ ସ୍ପଟ ଆଡମିଶନ କରାଯାଉଛି। ଏଗୁଡ଼ିକ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।

 

ପଢନ୍ତୁ: ଧୀରେ ଧୀରେ ସାମ୍ନାକୁ ଆସୁଛି ଚୀନର ଅସଲ ରୂପ

 

 

 

Related posts

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନାଟକ କରୁଛନ୍ତି ରାଜ୍ୟ ସରକାର – ମନ୍ତ୍ରୀ ଜୁଏଲ ଓରାମ

ENO Beuro

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା,ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

ENO Beuro

ହାଜର ହେଲେନି ଆୟାର,ଚିଠି ଲେଖି କ୍ଷମା ମାଗିଲେ

ENO Beuro

Leave a Comment