ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ପାଠ ପଢ଼ାଯାଉଛି, କିନ୍ତୁ ଅଫ୍ଲାଇନ୍ରେ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାପଛର ଥିବା ଯୁକ୍ତି ସେମାନେ ଜାଣିପାରୁନାହାନ୍ତି ।
କୋଭିଡ୍ କଟକଣା ଯୋଗୁଁ କଲେଜରେ ଉପଯୁକ୍ତ ଭାବେ ପାଠପଢ଼ା ହୋଇପାରିନାହିଁ । ବର୍ତ୍ତମାନ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ, ସଂକ୍ରମଣ ବ୍ୟାପିବାର ଭୟ ରହିଛି, ଏଣୁ ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଆଜି ଖୋର୍ଦ୍ଧା ଓ ଖୋର୍ଦ୍ଧା ଆଖପାଖର କଲେଜଗୁଡ଼ିକର ଶତାଧିକ ଯୁକ୍ତଦୁଇ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଦେଇଛନ୍ତି ।
ଆଜି ପୂର୍ବାହ୍ଣରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବିକ୍ଷୋଭରେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଟଣୀ, ହଳଦିଆ, କେରଙ୍ଗ, ମନ୍ଦାରବସ୍ତ, ଦେଉଳି ମହିଳା ମହାବିଦ୍ୟାଳୟ, ଗଡ଼ମାଣତ୍ରୀ, ଅଦ୍ୟାନ୍ତ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେମାନଙ୍କ କହିବା କଥା ହେଲା ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ପାଠ ପଢ଼ାଯାଉଛି, କିନ୍ତୁ ଅଫ୍ଲାଇନ୍ରେ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାପଛର ଥିବା ଯୁକ୍ତି ସେମାନେ ଜାଣିପାରୁନାହାନ୍ତି । ସାମାଜିକ ଦୂରତ୍ୱରେ ପରୀକ୍ଷା ହଲ୍ରେ ବସି ପରୀକ୍ଷା ଦେବା ସମ୍ଭବ ନୁହେଁ । ଏଣୁ ବାର୍ଷିକ ପରୀକ୍ଷା ବାତିଲ କରାଯାଇ କାଉନ୍ସିଲ ଦ୍ୱାରା ଗତ ୩ଟି କ୍ୱାଟର ପରୀକ୍ଷାର ମାର୍କକୁ ନେଇ ପରୀକ୍ଷାଫଳ ଘୋଷଣା କରାଯାଉ । ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ସନ୍ତୁଷ୍ଟ ହେବେନାହିଁ ସେମାନଙ୍କୁ ପ୍ରତ୍ୟକ୍ଷ ପରୀକ୍ଷାର ସୁଯୋଗ ଦିଆଯାଉ ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।