News

ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ସୋମନାଥ ଚାଟାର୍ଜିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ସୋମନାଥ ଚାଟାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ସୋମନାଥ ଚାଟାର୍ଜି ଭାରତୀୟ ରାଜନୀତିର ଜଣେ ଟାଣୁଆ ନେତା ଥିଲେ । ଆମ ସଂସଦୀୟ ଗଣତନ୍ତ୍ରକୁ ବଳିଷ୍ଠ କରି ଗଢିବା ସହିତ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଦିଗରେ ସେ ଦୃଢତାର ସହିତ ସ୍ଵର ଉତ୍ତୋଳନ କରୁଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ମୋର ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୋମନାଥ ଚାଟାର୍ଜୀଙ୍କ ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ସୋମନାଥ ଚାଟାର୍ଜିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ somnath chatarjee 300x161

Related posts

ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

ENO Beuro

ଭାରତର ପ୍ରଶଂସା କଲେ ଟ୍ରମ୍ପ,କହିଲେ ମୋଦୀ ମୋର ଉତ୍ତମ ବନ୍ଧୁ

ENO Beuro

ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More