News

ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା  ୨୦୧୮ର ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

pm

“୧୬ ବର୍ଷିୟ ସୌରଭ ଚୌଧୁରୀ ଆମ ଯୁବଗୋଷ୍ଠୀଙ୍କ ପାଖରେ ରହିଥିବା ଶକ୍ତି ଓ ସାମର୍ଥ୍ୟର ପରାକାଷ୍ଠାକୁ ପ୍ରଦର୍ଶନ କରିଛନ୍ତି । ଏହି ଅସାଧାରଣ ଯୁବତାରକା ଏସିୟ କ୍ରୀଡା ୨୦୧୮ରେ ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଛନ୍ତି । ତାଙ୍କୁ ଶୁଭେଚ୍ଛା!”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଢନ୍ତୁ;ଯଦୁନାଥ ଦାଶମହାପାତ୍ରଙ୍କ ପରଲୋକ

Related posts

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ENO Beuro

ଆନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More