ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
Loading...
ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୨ ତମ କିସ୍ତି ଅଧିନରେ ହିତାଧିକାରୀଙ୍କୁ ୧୬ ହଜାର କୋଟି ଟଙ୍କା ହସ୍ତାନ୍ତରଣ କରାଯିବ । ଏବେ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଦିଆ ସରିଲାଣି ।
ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୨ ତମ କିସ୍ତି ଅଧିନରେ ହିତାଧିକାରୀଙ୍କୁ ୧୬ ହଜାର କୋଟି ଟଙ୍କା ହସ୍ତାନ୍ତରଣ କରାଯିବ । ଏବେ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଦିଆ ସରିଲାଣି । ତିନିଟି କିସ୍ତିରେ ହିତାଧିକାରୀ କୃଷକଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏହା ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମିଳନୀର ଉଦଘାଟନ କରିବେ । ଦିନ ୧୧ଟାରେ ନୂଆଦିଲ୍ଲୀ ମେଳା ଗ୍ରାଉଣ୍ଡରେ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ରର ଉଦ୍ଘାଟନ ମଧ୍ୟ ହେବ । ଏହି କେନ୍ଦ୍ର ଦ୍ୱାରା କୃଷି ସହିତ ଜଡ଼ିତ କୃଷକଙ୍କ ସମସ୍ତ ଆବଶ୍ୟକତା ପୂରଣ ହୋଇପାରିବ । ୩ ଲକ୍ଷ ୩୦ ହଜାରରୁ ଅଧିକ ସାର ଖୁଚୁରା ଦୋକାନଗୁଡ଼ିକୁ ଚରଣବଦ୍ଧ ଉପାୟରେ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତନ ହେବ । ୩୦୦ ଏଗ୍ରୀ ଷ୍ଟାର୍ଟଅପ୍ ଷ୍ଟଲ ପ୍ରଦର୍ଶନୀର ଉଦ୍ଘାଟନ ହେବ । ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିଯୋଜନା- ‘ଏକ ରାଷ୍ଟ୍ର, ଏକ ଉର୍ବରକ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଇଣ୍ଡିୟନ୍ ଏଜ୍- ଉର୍ବରକ ଇ ପତ୍ରିକାର ମଧ୍ୟ ଶୁଭାରମ୍ଭ ହେବ । ଏଥିରେ କୃଷକଙ୍କ ସଫଳତାର କାହାଣୀ ରହିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।
ଇସ୍କନ୍ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।