Loading...

ନୂଆ ବର୍ଷର ପ୍ରଥମ ଦିନରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନର ଦଶମ କିସ୍ତି

ନୂଆ ବର୍ଷର ପ୍ରଥମ ଦିନରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନର ଦଶମ କିସ୍ତି

ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦ କୋଟି ଚାଷୀଙ୍କୁ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ ।

ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦ କୋଟି ଚାଷୀଙ୍କୁ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ସେମାନଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ। ଏ ପର୍ଯ୍ୟନ୍ତ  ୧.୬ଲକ୍ଷ କୋଟି ଟଙ୍କା ରାଶି କୃଷକ ମାନଙ୍କୁ ଦିଆଯାଇଛି। ତୃଣମୂଳ ସ୍ତରରର କୃଷକମାନଙ୍କୁ ସଶକ୍ତ କରିବାରେ ପିଏମ୍‌-କିଷାନର ଲକ୍ଷ୍ୟ।ପ୍ରଧାନମନ୍ତ୍ରୀ ୧.୨୪ଲକ୍ଷ କୃଷକଙ୍କୁ ସୁବିଧା ପାଇଁ  ୩୫୧ ଏଫପିଓକୁ ୧୪ କୋଟି ଟଙ୍କାରୁ ଅଧିକ ଇକ୍ୟୁଇଟି ଗ୍ରାଣ୍ଟ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟକୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.