News

ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ମା’ ହୀରା ବେନ୍

Mmm

ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ । ଦେଶରେ ଲୋକସଭା ଆସନ ପାଇଁ ଭୋଟ ଗଣତି ଚାଲିଥିବାବେଳେ ଏହି ପରିପେକ୍ଷୀରେ ଆଗରେ ରହିଛି ବିଜେପି ।ସମଗ୍ର ଦେଶରେ ବିଜେପି ସୁଇପ୍‌ କରିବ ବୋଲି ଭୋଟ୍‌ ଗଣନା ଟ୍ରେଣ୍ଡିଙ୍ଗ୍‌ରୁ ସୂଚନା ମିଳିବା ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ବାହାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି ।

ତେବେ ଏହିଭଳି ଏକ ଖୁସିର ମୁହୂର୍ତ୍ତରେ ଭାବବିହ୍ୱଳ ହୋଇପଡିଛନ୍ତି ହୀରା ବେନ୍ । ଗାନ୍ଧୀନଗର ସ୍ଥିତ ନିଜ ବାସଭବନରେ ସାମ୍ବାଦିକଙ୍କମାନେ ସାକ୍ଷାତ  ଅଭିବାଦନ ଜଣାଇଛନ୍ତି। ସେ ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇବା ସହ ପୁଅର ବିଜୟକୁ ନେଇ ଆଶ୍ୱସ୍ତ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ମଧ୍ୟ ଏହାକୁ ନେଇ ଖୁବ୍ ଖୁସି ଜାହିର କରିଛନ୍ତି ।

Sdshj
Sdshj

ପଢନ୍ତୁ: କେଉଁଠି ବାପା ତ କେଉଁଠି ପୁଅ ଆଗରେ

Related posts

ମୋଦି ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ, ରଦ୍ଦ ହେବ ଚୋକସିଙ୍କ ଆଣ୍ଟିଗୁଆ ନାଗରିକତ୍ୱ

Ratnamani Moharana

ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା: ୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା

ENO Beuro

1 comment

Leave a Comment