POLITICALS

ସମ୍ବଲପୁରରେ ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି

ନିର୍ବାଚନୀ ପ୍ରଚାର  ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି। ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଜୟ ଜଗନ୍ନାଥ  କହି ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଓଡ଼ିଶାରେ ବି ବିଜେପି ଆସିବ ବେ।ଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜାତୀୟ ଖାଦ୍ୟ ଯୋଜନାରେ ୧ ଟଙ୍କିଆ ଚାଉଳ  ଯୋଜନାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଗୁମର ଖୋଲିଥିଲେ। କେନ୍ଦ୍ର ୨୯ରୁ ୩୦ ଟଙ୍କା  ଦେଉଥିବା ବେଳେ, ରାଜ୍ୟ ସରକାର ମାତ୍ର ୨ ଟଙ୍କା  ଦେଇ କହୁଛନ୍ତି ଶସ୍ତାରେ ଦେଉଛନ୍ତି। ଏମିତି ମିଛ କହି ଓଡ଼ିଶା ସରକାର ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି ମୋଦି କହିଥିଲେ। ଓଡ଼ିଶାରେ ଆୟୁଷ୍ମାନ ଯୋଜନା  ଲାଗୁ ହେବ ବେ।ଲି ମେ।ଦି କହିଛନ୍ତି । ଶେଷରେ ଉପସ୍ଥିତ ଜନତାଙ୍କୁ ଓଡ଼ିଆରେ ସଙ୍କଳ୍ପ   କରାଇଛନ୍ତି ମୋଦି ।

ପଢନ୍ତୁ: ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନୀ ଗୀତ: ସଭିଙ୍କ କଣ୍ଠରେ ନବୀନ

Related posts

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ

Ratnamani Moharana

ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

ENO Beuro

ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ENO Beuro

Leave a Comment