POLITICALS

ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Modi Foreign Trips 1494423338 715x430

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ଫ୍ରାନ୍ସ, ୟୁଏଇ, ବାହରିନ ଗସ୍ତରେ ଯିବେ। ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଏହି ତିନୋଟି ଦେଶ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରିଥିଲେ। ଏହି ଗସ୍ତ ଅବସରରେ ଭାରତ ଅନେକ ପ୍ରସଙ୍ଗରେ ତିନି ଦେଶ  ସହ ଦ୍ୱିପାକ୍ଷିକ ଚୁକ୍ତି କରିବ ବୋଲି ଜଣାପଡ଼ିଛି। ପ୍ରଥମେ ଫ୍ରାନ୍ସ ଅଭିମୁଖେ ଯାଇଛନ୍ତି। ତା’ପରେ ସେ ୟୁଏଇ ଏବଂ ବାହାରିନ୍‌ ଯିବେ। ପ୍ୟାରିସ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କ ସହ ଆଜି ସନ୍ଧ୍ୟା ୬ଟା ୧୫ରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ଆତଙ୍କବାଦ ମୁକାବିଲା ପ୍ରତିରକ୍ଷା ସଂକ୍ରାନ୍ତରେ ଆଲୋଚନା କରିବେ। ସନ୍ଧ୍ୟା ୭ଟା ରେ ଅନୁଷ୍ଠିତ ହେବ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା।

ଜି-୭ ସମ୍ମିଳନୀରେ ସାମିଲ ହେବେ ମୋଦି ପ୍ରଧାନମନ୍ତ୍ରୀ

ଏହାପରେ ଅଗଷ୍ଟ ୨୫ରେ ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ପୁଣିଥରେ ଫ୍ରାନ୍ସ ଆସିବେ। ଏହି ସମ୍ମିଳନୀରେ ଭାରତ ଓ ଆମେରିକା ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ।

ପଢନ୍ତୁ: ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ମଧ୍ୟାହ୍ନ ଭୋଜନ ପାଇଁ ବିକ୍ଷୋଭ କରୁଛନ୍ତି କୁନି ପିଲା

Related posts

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Ratnamani Moharana

‘କାଳିଆ’ ଯୋଜନାକୁ ଝଟ୍‌କା: ନିର୍ବାଚନ ପୂର୍ବରୁ ଲଞ୍ଚ୍ ନେଇ ନୋଟିସ

Ratnamani Moharana

ବର୍ବାଦ ରାସ୍ତାରେ ପାକିସ୍ତାନ

Ratnamani Moharana

Leave a Comment